Browsing yearly archive

2022

ଗୋଠଛଡ଼ା ହାତୀର ଆତଙ୍କ

ଗୋଠଛଡ଼ା ହାତୀର ଆତଙ୍କ

କାମାକ୍ଷାନଗର, ୨୫ା୧୨(ଏସଏସନିଉଜ) ଆଜି ଭୋର ସମୟରେ ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ରମେଶ ଚନ୍ଦ୍ର ସାହୁ ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ନିଜ ବାଇକରେ ପୋଖରୀକୁ ମାଛ ଦାନା ନେଇ ଯାଉଥିବା ବେଳେ, କଲଦା ଆମ୍ବପଳାସ ଟାସିରି ରାସ୍ତାରେ ଏକ ଗୋଠଛଡ଼ା ଦନ୍ତା ହାତୀ ସାମ୍ନା ପଟୁ ଆସି ଶୁଣ୍ଢରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ […]

ନାବାଳିକାଙ୍କୁ ଦୁଷ୍କର୍ମଅଭିଯୋଗରେ ୪ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମଅଭିଯୋଗରେ ୪ ଗିରଫ

ସମ୍ବଲପୁର, ୨୫ା୧୨(ଏସଏସନିଉଜ)ଜଣେ ୧୪ ବର୍ଷର ନାବାଳିକା ମାମୁଁଘରକୁ ଯାଉଥିବାବେଳେ ବାଟରୁ ପ୍ରଲୋଭନ ଦେଖାଇ ଅପହରଣ କରି ୨ଦିନରଖିବାପରେ ଗାଁରେ ନେଇ ଛାଡିଥିଲେ ୪ଜଣ ଯୁବକ ।ପରିବାରଲୋକ ଦୁଷ୍କର୍ମର ଶିକାର ନାବାଳିକା ଜଣକ ହୋଇଥିବା ଜାଣିବାପରେ ଡିସେମ୍ବର ୨୨ତାରିଖରେ ମହୁଲପାଲିଥାନାରେ ଅଭିଯୋଗ କରିଥିଲେ।ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଇଁଲାପସିର ରାଜିନ୍ଦ୍ର ଭତ୍ରା, ବିକ୍ରମ ପଟେଲ୍, ଖୁଟମୁଣ୍ଡାର ଆକାଶ ମୁଣ୍ଡା ଓ ଦୀପକ ମରେଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି।  

ଓଲଟିଲା ପିକନିକ୍ ବସ

ଓଲଟିଲା ପିକନିକ୍ ବସ

କେନ୍ଦ୍ରାପଡ଼ା, ୨୫ା୧୨(ଏସଏସନିଉଜ)କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଗଣ୍ଡାକିଆ ଲୋକନାଥପୁର ଛକରେ ଶ୍ରୀମନ୍ଦିରନାମକ ଗତକାଲି ବିଳମ୍ବିତ ରାତିରେ ଏକ ପିକନିକ ବସ ଓଲଟିବା ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ୍ ଅରଡ଼ପଲ୍ଲୀ ଗାଁରୁ ଶନିବାରଦିନ ଶ୍ରୀମନ୍ଦିର ନାମକ ବସଟି ଲୋକମାନଙ୍କୁ ନେଇ ପୁରୀବୁଲାଇ ବିଳମ୍ବିତ ରାତିରେ ଅରଡ଼ପଲ୍ଲୀରେ ଯାତ୍ରୀଙ୍କୁ ଛାଡ଼ି ଫେରିବା ବେଳେ ଏହି ଦୁର୍ଘଟଣାଘଟିଥିଲା । ଲୋକନାଥପୁର ଛକରେ ଥିବା କେନାଲ ପାଖରେ ଓଲଟିପଡିଥିଲା।ଫଳରେ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବାବେଳେ […]

ଘରେ ପହଞ୍ଚିଲେ ମୁକ୍ତିକାନ୍ତ

ରାଉରକେଲା, ୨୫ା୧୨(ଏସଏସନିଉଜ) ବୁଧବାର ଶିଶୁଭବନ ଛକ ହୋର୍ଡିଂ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ ଘରେ ପହଁଚିଛନ୍ତି । ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ […]

ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବାରଙ୍ଗ,୨୪/୧୨(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖୈରାପଡା ଗ୍ରାମରେ ଏକାଧିକ ରାସ୍ତା ନିର୍ମାଣ ପାଇଁ ଶନିବାର ସଂନ୍ଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବୀ ଅନ୍ତର୍ଯ୍ୟାମି କୁଅଁର,ପୂର୍ବତନ ପ୍ରଶାସନ ବସନ୍ତ ରଥ,ନୃସିଂହ ଖାଡେଙ୍ଗାଙ୍କ ସମେତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ଖୈରାପଡା ବ୍ରାହ୍ମଣ ସାହି ଗାଁରେ ୩୪୮ମିଟର […]

ଆଜିର ରାଶିଫଳ

ଡିସେମ୍ବର ମାସ ୨୫ ତାରିଖ ୨୦୨୨ ମସିହା(ରବିବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଦ୍ୱିତୀୟା ଦିବା ଘ୦୮/୩୨ ଗତେ ତୃତୀୟ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୭ ,ସିଂହ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୋଇତୀକଖାରୁ ଦିବା ଘ ୦୮/୩୨ ଗତେ ପୋଟଳ ଭକ୍ଷଣ ନିଷେଧ ।  ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନପାଇଁ ଚେଷ୍ଟାକରିହେବେ। ଲକ୍ଷ୍ୟସ୍ଥଳକୁ ଯିବାରାସ୍ତାରେ ମିତ୍ରତାସ୍ଥାପନ କରିବାର ସୁଯୋଗ ପାଇବେ ,ଆପଣଙ୍କୁ ସମ୍ମୁଖରେ ଭଲଭଲ କହୁଥିବା ଲୋକଟି ପଛରେ […]

ଆଚାର୍ଯ୍ୟହରିହର ସରକାରୀଉଚ୍ଚବିଦ୍ୟାଳୟରେ ସରିଲା କ୍ରୀଡା

ବାଲିଅନ୍ତା,୨୪ା୧୨(ଏସଏସନିଉଜ)ଖୋର୍ଧାଜିଲ୍ଲା ବାଲିଅନ୍ତାବ୍ଲକ ଅଧିନସ୍ଥ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀଉଚ୍ଚବିଦ୍ୟାଳୟର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଗତମଙ୍ଗଳବାରଦିନ ଉଦଘାଟତି ହୋଇ ଗୁରୁବାରଦିନ ଶେଷହୋଇଛି । ପ୍ରଧାନଶିକ୍ଷକ ଗଣେଶ କରଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନିଉସ୍‌ବରେ ମୁଖ୍ୟଅତିଥିଭାବେ ବାଲିଅନ୍ତାବ୍ଲକ ବଡିଓ ନାରାୟଣ ଚନ୍ଦ୍ର ନାୟକ, ମାଧ୍ୟମିକ ଶିକ୍ଷା ସହନିର୍ଦ୍ଦେଶକ ହିମାଂଶୁ ଭୁଷଣ ଓଝା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୁପେ ବାଲିଅନ୍ତାବ୍ଲକ Sr.BEO ପ୍ରଜ୍ଞାପରମିତା ଜେନା , ବାଲିଅନ୍ତା ଥାନାଅଧିକାରୀ ଯୁବରାଜ ସ୍ବାଇଁ , ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର , […]

ମୁକ୍ତାକଶ କାରାଶ୍ରମରୁ ୨କଏଦୀ ଫେରାର

ମେଣ୍ଢାଶାଳ,୨୪/୧୨(ଏସଏସନିଉଜ)ଜାମୁଝରୀସ୍ଥିତ ମୁକ୍ତାକାଶକାରାଶ୍ରମରୁ ଶୁକ୍ରବାରଦିନ ସକାଳସାଢେ୮ଟା ସମୟରେ ଦୁଇଜଣ କଏଦୀ ଫେରାର ହୋଇଯାଇଥିବାର ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଫେରାର କଏଦୀ ହେଲେ ବଣାଇଗଡଜେଲରୁ ୨୪ମାର୍ଚ୍ଚ୨୦୨୨ରେ ଏଠାକୁ ଆସିଥିବା ଜୁନୁଲ ଟପୋ ଓ ସ୍ପେସାଲସବଜେଲ ରାଉରକେଲାରୁ ୧୩ଜୁଲାଇ୨୦୨୨ରେ ଆସିଥିବା ନବୀନପାତ୍ର ।ଗତକାଲି ସକାଳେ ଫୋର ହୋଇଯାଇଥିବାର ଜଣାପଡିବାପରେ ଜେଲ ତରଫରୁ ସେମାନଙ୍କୁ ଖୋଜାଖୋଜି ପରେ ନମିଳିବାରୁ ସନ୍ଧ୍ୟାରେ ଚନ୍ଦକାଥାନାରେ ଲିଖିତଅଭିଯୋଗ କରାଯାଇଥିଲା ।ଅଭିଯୋଗ ପାଇବାପରେ ଚନ୍ଦକାପୋଲିସ ୩୧୩/୨୨କେଶନଂରେ ଏକ ମଦ୍ଦମାରୁଜୁକରି ଶନିବାରଦିନ କାରାଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରଛି ।ଏଠାକୁ […]

ନନ୍ଦନକାନନରେ ପର୍ଯ୍ୟଟକ ନିଖୋଜ

ବାରଙ୍ଗ,୨୪/୧୨(ଏସଏସନିଉଜ)ନନ୍ଦନକାନନ ବୁଲିବାକୁ ଆସିଶୁକ୍ରବାରଦିନ ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବାର ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗପାଇବାପରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ନିଖୋଜ ବ୍ୟକ୍ତିର ପତାମିଳିପାରିନାହିଁ । ପ୍ରକାସ ଯେ, କେନ୍ଦାପଡା ଜିଲ୍ଲା, ଆଳିଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ୪୭ବର୍ଷର ହାଡିବନ୍ଧୁ ଲେଙ୍କା ଭାଇ ସର୍ବେଶ୍ବର ଲେଙ୍କାଙ୍କ ସହ ସପରିବାରେ ନନ୍ଦନକାନନ ବୁଲିବାକୁ ଶୁକ୍ରବାରଦିନ ଆସିଥିଲେ ।ପରିବାରଲୋକେ ଅପରାହ୍ନ ୨ଟା ୫ମିନିଟ୍ ସମୟରେ ନନ୍ଦନକାନନ ଟିକଟ କରି ବୁଲିବାକୁ ଯାଇ ୫ଟା୭ମିନିଟ […]

ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ ,୨୪ା୧୨(ଏସଏସନିଉଜ) ସମୁଦ୍ରରେ ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି ।ଗୁରୁତରମାନଙ୍କୁ ଚିକିସ୍‌ାପାଇଁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଡଙ୍ଗା ଓଲଟିବା ପରେ ଲହଡିରେ ଭାସି ଆସି ପଥର ଚଟାଣରେ ଧକ୍କା ହୋଇଥିଲା । ମାଡ଼ ଯୋଗୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାର ଜଣାପଡିଛି ।