Browsing monthly archive

December 2022

ଟ୍ରକ୍‌କୁ ପିଟିଲା କାର୍‌, ୪ମୃତ

ଟ୍ରକ୍‌କୁ ପିଟିଲା କାର୍‌, ୪ମୃତ

ଖୋର୍ଦ୍ଧା,୧/୧୨(ଏସଏସନିଉଜ) ଜଙ୍କିଆଥାନାଅନ୍ତର୍ଗତ ବଡ଼ପୋଖରିଆ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏନଏଚ-୧୬ରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଆନ୍ଧ୍ରପ୍ରଦେଶ ଆଡ଼ୁ ଆସୁଥିବା ବେଳେ ବଡ଼ପୋଖରିଆ ନିକଟ ଏନଏଚ-୧୬ରେ ଉପରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍‌ରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]