Browsing monthly archive

November 2022

ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ଉଦଳା,୨୮/୧୧(ଏସଏସନିଉଜ)ପେଟ୍ରୋଲଢାଳି ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଏହାଫଳରେ ସ୍ୱାମୀଓସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦଳାଥାନା କଳିଅଳମ ପଞ୍ଚାୟତ ନୂଆସାହିରେ ଦଂପତିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।ରାତିରେ ଶୋଇଥିଲାବେଳେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗାଁର ୨ଜଣବ୍ୟକ୍ତି ।ଏହି କାଣ୍ଡ କରିବାପରେ ଫେରାର ହୋଇଯାଇଛନ୍ତି । ଅନ୍ୟଘରେ ଶୋଇଥିବା ୪ ଝିଅ ସୁରକ୍ଷିତ ଥିବାର ଜଣାପଡିଛିା ତେବେ ନିଆଁ ଲଗାଇବାର ପକୃତ କାରଣ ଜଣାପଡିନାହିଁ ।  

ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବ୍ରହ୍ମପୁର,୨୮/୧୧(ଏସଏସନିଉଜ) ବିଚାରପତିଙ୍କୁ ଛୁରା ଦେଖାଇ ଜଣେ ଯୁବକ ଅଟକ ଅଛନ୍ତି । ଶୁଣାଣି ଚାଲିଥିବା ବେଳେ ଝଊଔଗଙ୍କୁ ଛୁରା ଦେଖାଇଥିଲେ ଯୁବକ । ଏକମାମଲାର ଶୁଣାଣି ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଘଟଣାପରେ ବୈଦ୍ୟନାଥପୁରଥାନାରେ ଅଭିଯୁକ୍ତ ଯୁବକ ଅଟକ ଥିବାର ଜଣାପଡିଛି ।

ଆଜିର ରାଶିଫଳ

ଆଜିର ରାଶିଫଳ

କୁରାଳପଞ୍ଚମୀ ,୨୦୨୨ ମସିହା ନଭେମ୍ବର ମାସ ୨୮ତାରିଖ (ସୋମବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୦୬/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୨/୧୩ ,ମିଥୁନରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପ୍ରାବଣଶ୍ରାଦ୍ଧ ,ବେଲ , ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ରାହୁ ଓ ଚନ୍ଦ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କସହ ସାମାନ୍ୟ ତିକ୍ତତା ସୃଷ୍ଟିହୋଇପାରେ। ସାମାଜିକସ୍ତରରେ ମନଭୁଲାଣିଆ କଥାକହି ପରିସ୍ଥିତିକୁ ସମ୍ଭାଳିନେବେ। ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହିତ୍ୟ, ସଙ୍ଗୀତକ୍ଷେତ୍ରରୁ ସୁଫଳମିଳିବ। ପ୍ରତ୍ୟେକକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହେବେ। ବୃଷ-ଆପଣ କଥାବାର୍ତ୍ତାର […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖ (ରବିବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୫/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୪ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଚର୍ତୁଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ବେଲ ଭକ୍ଷଣ ନିଷେଧ । ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲାଭଳି କଥାକହି ବନ୍ଧୁଙ୍କୁ ଆପଣେଇନେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ […]

ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

ଭୁବନେଶ୍ୱର,୨୫/୧୧(ଏସଏସନିଉଜ)ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା । ଶୀତ ସହାୟତା ବାବଦ ୩ ଶହ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭତ୍ତା ପାଉଥିବା ୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା । ଶୀତ ସହାୟତା ପାଇଁ ରାଜ୍ୟ ସରକାର ମଂଜୁର କଲେ ୧୪୬ କୋଟି ଟଙ୍କା । ପ୍ରତି ଦୁଇ ବର୍ଷରେ ଥରେ ହିତାଧିକାରୀଙ୍କୁ ମିଳିଥାଏ ଶୀତ ସହାୟତା.ା

ଆଜିର ରାଶିଫଳ

ରମ୍ଭା ତୃତୀୟା ,୨୦୨୨ମସିହା ନଭେମ୍ବରମାସ୨୬ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ତୃତୀୟା.ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୪୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ତୃତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ , ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ […]

ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ମାନସିକଶାନ୍ତି ପ୍ରଦାନ କରିବାସହ ମସ୍ତିଷ୍କକୁ ସୁସ୍ଥରଖିଥାଏ। ଏହାସହ ଭିଟାମିନ-ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିଥାଏ। ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲଗୁଣ ସହ ଏହା ପାଚନପାଇଁ ମଧ୍ୟ ଉପକାରୀ। ଏଥିରେଥିବା ଏକପ୍ରକାର ପୋଷକତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂରକରିଥାଏ। ଏହି ପତ୍ରକୁ ବ୍ୟବହାରଦ୍ୱାରା ଥଣ୍ଡା,ଜ୍ୱର,କାଶଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂରକରିଥାଏ। ପୁଦିନାପତ୍ରରେ ବିଭିନ୍ନ ପୋଷକତତ୍ତ୍ୱ ଭରପୁର ପରିମାଣରେରହିଛି। […]

କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ […]

ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧ

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ବିଝଂଗିରି ଗ୍ରାମରେ ଥିବା ଏକ ସରକାରୀଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଆସି ଶୁକ୍ରବାରଦିନ ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡିଛି ।ଗ୍ରାମବାସୀମାନେ ବିରୋଧ କରିବାରୁ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଛି ।ଏହି ଗ୍ରାମରେ ଶବରପ୍ରଧାନ ନାମକ ବୟକ୍ତି ସରକାରିଜାଗାକୁ ଦଖଲରେ ରଖିଥିବାନେଇ ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀତହସିଲଦାର, ଛତାବର ଆରଆଇ ,ଯୋନ-୫ଏସିପି ରମେଶ ଚନ୍ଦ୍ରବିଶୋଇ ,ମେଣ୍ଢାଶାଳ ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସଦଳବଳେ ୧ପ୍ଲାଟୁନ […]

ଏକାଠି ହେଲେ ନବନିର୍ବାଚିତ ସଭାପତି

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ଖୋର୍ଦ୍ଧା କେନ୍ଦ୍ରସମବାୟବ୍ୟାଙ୍କ ମେଣ୍ଢାଶାଳ ଶାଖାରେ ଶୁକ୍ୱବାରଅପରାହ୍ନରେ ସେବାସମବାୟର ନବନିର୍ବାଚିତ ସଭାପତିମାନେ ଏକାଠି ହୋଇଥିଲେ ।ସମସ୍ତଙ୍କୁ ଶାଖାତରଫରୁ ଶାଖାପରିଚାଳକ ସସ୍ମିତାନାୟକ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଏହିଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଶାସକ ଶଶିଶେଖରରଥଙ୍କ ପୈାରହିତ୍ୟରେ ଶାଖା ପରିସରରେ ଆୟୋଜିତ ସଭାରେ ସଭାରେ ବ୍ୟାଙ୍କ ସହ ସହଯୋଗ ରକ୍ଷାକରି କାର୍ଯ୍ୟକଲେ ଅଂଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଓ ସନ୍ତୋକୁମାରମଙ୍ଗରାଜ ମତବ୍ୟକ୍ତ କରିଥିଲେ ।ଏଥିରେ ଶାଖାଅଧିନରେ ଥିବା […]