Browsing daily archive

November 25, 2022

ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

ଭୁବନେଶ୍ୱର,୨୫/୧୧(ଏସଏସନିଉଜ)ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା । ଶୀତ ସହାୟତା ବାବଦ ୩ ଶହ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭତ୍ତା ପାଉଥିବା ୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା । ଶୀତ ସହାୟତା ପାଇଁ ରାଜ୍ୟ ସରକାର ମଂଜୁର କଲେ ୧୪୬ କୋଟି ଟଙ୍କା । ପ୍ରତି ଦୁଇ ବର୍ଷରେ ଥରେ ହିତାଧିକାରୀଙ୍କୁ ମିଳିଥାଏ ଶୀତ ସହାୟତା.ା

ଆଜିର ରାଶିଫଳ

ଆଜିର ରାଶିଫଳ

ରମ୍ଭା ତୃତୀୟା ,୨୦୨୨ମସିହା ନଭେମ୍ବରମାସ୨୬ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ତୃତୀୟା.ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୪୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ତୃତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ , ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ […]

ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ମାନସିକଶାନ୍ତି ପ୍ରଦାନ କରିବାସହ ମସ୍ତିଷ୍କକୁ ସୁସ୍ଥରଖିଥାଏ। ଏହାସହ ଭିଟାମିନ-ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିଥାଏ। ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲଗୁଣ ସହ ଏହା ପାଚନପାଇଁ ମଧ୍ୟ ଉପକାରୀ। ଏଥିରେଥିବା ଏକପ୍ରକାର ପୋଷକତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂରକରିଥାଏ। ଏହି ପତ୍ରକୁ ବ୍ୟବହାରଦ୍ୱାରା ଥଣ୍ଡା,ଜ୍ୱର,କାଶଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂରକରିଥାଏ। ପୁଦିନାପତ୍ରରେ ବିଭିନ୍ନ ପୋଷକତତ୍ତ୍ୱ ଭରପୁର ପରିମାଣରେରହିଛି। […]

କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ […]

ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧ

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ବିଝଂଗିରି ଗ୍ରାମରେ ଥିବା ଏକ ସରକାରୀଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଆସି ଶୁକ୍ରବାରଦିନ ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡିଛି ।ଗ୍ରାମବାସୀମାନେ ବିରୋଧ କରିବାରୁ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଛି ।ଏହି ଗ୍ରାମରେ ଶବରପ୍ରଧାନ ନାମକ ବୟକ୍ତି ସରକାରିଜାଗାକୁ ଦଖଲରେ ରଖିଥିବାନେଇ ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀତହସିଲଦାର, ଛତାବର ଆରଆଇ ,ଯୋନ-୫ଏସିପି ରମେଶ ଚନ୍ଦ୍ରବିଶୋଇ ,ମେଣ୍ଢାଶାଳ ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସଦଳବଳେ ୧ପ୍ଲାଟୁନ […]

ଏକାଠି ହେଲେ ନବନିର୍ବାଚିତ ସଭାପତି

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ଖୋର୍ଦ୍ଧା କେନ୍ଦ୍ରସମବାୟବ୍ୟାଙ୍କ ମେଣ୍ଢାଶାଳ ଶାଖାରେ ଶୁକ୍ୱବାରଅପରାହ୍ନରେ ସେବାସମବାୟର ନବନିର୍ବାଚିତ ସଭାପତିମାନେ ଏକାଠି ହୋଇଥିଲେ ।ସମସ୍ତଙ୍କୁ ଶାଖାତରଫରୁ ଶାଖାପରିଚାଳକ ସସ୍ମିତାନାୟକ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଏହିଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଶାସକ ଶଶିଶେଖରରଥଙ୍କ ପୈାରହିତ୍ୟରେ ଶାଖା ପରିସରରେ ଆୟୋଜିତ ସଭାରେ ସଭାରେ ବ୍ୟାଙ୍କ ସହ ସହଯୋଗ ରକ୍ଷାକରି କାର୍ଯ୍ୟକଲେ ଅଂଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଓ ସନ୍ତୋକୁମାରମଙ୍ଗରାଜ ମତବ୍ୟକ୍ତ କରିଥିଲେ ।ଏଥିରେ ଶାଖାଅଧିନରେ ଥିବା […]

କାନଧରି ଆଣ୍ଠେଇଲେ

ଭୁବନେଶ୍ୱର,୨୫/୧୧(ଏସ ଏସନିଉଜ) ବିଧାନସଭା ଆଗରେ କାନଧରି ଆଣ୍ଠେଇ ଆନ୍ଦୋଳନ କରିଛନ୍ତି lମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଏହିଭଳି ଅଭିନବ ଆନ୍ଦୋଳନ ହୋଇଛି lମୃତ କର୍ମଚାରୀଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି।୪ଦିନ କାଳ ଧାରଣାରେ ବସିବା ପରେ କାନଧରି ଆଣ୍ଠେଇକରି କରିଛନ୍ତି ପ୍ରତିବାଦ ।

ଦମନଫିଲ୍ମ ଦେଖିବେ ସରକାରୀ ବାବୁ

ସୁନ୍ଦରଗଡ,୨୫/୧୧(ଏସଏସ ନିଉଜ)ବହୁଚର୍ଚ୍ଚିତ ଦମନ ଚଳଚ୍ଚିତ୍ର ଦେଖିବେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ବାବୁ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟା୬ଟାରେ ସ୍ଥାନୀୟ ଏକ ମଲ୍ଟିଲେକ୍ସରେ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବସି ଦମନ ଫିଲ୍ମର ମଜା ନେବେ । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଗାଈଗୋରୁକୁ ରାସ୍ତାରେ ଛାଡୁଥିଲେ ସାବଧାନ!

ଭୁବନେଶ୍ୱର,୨୫/୧୧(ଏସଏସ ନିଉଜ)ଗାଈଗୋରୁଙ୍କ ସହ ପୋଷା ଜୀବଙ୍କୁ ରାସ୍ତାରେ ଛାଡ଼ିଲେ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ବିଏମସି । ଭୁବନେଶ୍ୱରରେ ଗୃହପାଳିତ ଜନ୍ତୁଙ୍କ ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବଢ଼ୁଥିବା ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଉଛି ।ମାଲିକମାନେ ସଚେତନ ନହେଲେ ଗାଈ ଗୋରୁଙ୍କୁ ଉଠାଇନେଇ ଜାମୁକୋଳି ଏବଂ ଜଟଣୀ କିମ୍ବା ପୁରୀ ଗୋବିନ୍ଦ ଗୋସେବାଶ୍ରମକୁ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।