Browsing daily archive

November 24, 2022

ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୨୫ ତାରିଖ (ଶୁକ୍ରବାର)ମାର୍ଗଶୀରମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ.ନକ୍ଷତ୍ର-ଜ୍ୟେଷ୍ଠା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୫ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦ୍ୱିତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ-ଅଫିସକାମ ପୂରାକରିବାରେ ସଂପୂର୍ଣ୍ଣରୂପେ ସକ୍ଷମହେବେ। ଆପଣ ଯାହାଠୁଁ ସାହାଯ୍ୟଚାହିଁବେ ତାହାପାଇବେ। ଆଇନଛାତ୍ରଙ୍କ ଲାଗି ଭଲ ଦିନଟିଏ। ବୃଷ-ଆପଣଙ୍କୁ କାମରେ ଅଧିକ ପରିଶ୍ରମକରିବାକୁ ହେବ। ପ୍ରେମପ୍ରସଙ୍ଗରେ ଆପଣ […]