ଆଜିର ରାଶିଫଳ
ବିଛା ସଂକ୍ରାନ୍ତି ଓ ପ୍ରଥମାଷ୍ଟମୀ ,୨୦୨୨ମସିହା ନଭେମ୍ବରମାସ ୧୬ତାରିଖ(ବୁଧବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ.ସୁର୍ୟୋଦୟ ପ୍ରାତଃ ଘ୦୫/୫୯/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୪୫ ,କର୍କଟରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ନଡ଼ିଆ ଭକ୍ଷଣ ନିଷେଧ । 🐏ମେଷ👉ଆପଣଙ୍କପାଇଁ ଏକ ଶୁଭଦିନ ହେବ। ବନ୍ଧୁପରିଜନଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତରହିବେ।ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକସ୍ଥଳକୁ ଭ୍ରମଣ ରେ ଯାଇପାରନ୍ତି । ଆକସ୍ମିକ ଧାନ ପ୍ରାପ୍ତିହେବ। 🐮ବୃଷ👉ଦିନଟି ଭଲରେ କଟିବ I ନୂତନ କର୍ମସଂସ୍ଥାନରେ […]