Browsing daily archive

November 14, 2022

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]

୬୯ତମ ସମବାୟସପ୍ତାହ ପାଳିତ

୬୯ତମ ସମବାୟସପ୍ତାହ ପାଳିତ

ମେଣ୍ଢାଶାଳ,୧୪/୧୧(ଏସଏସ ନିଉଜ)ରାଜ୍ୟସମବାୟ ବ୍ୟାଙ୍କମାନଙ୍କ ତରଫରୁ ସୋମବାରଠାରୁ ପାଳିତ ହେଉଥିବା ସମବାୟସପ୍ତାହ ଉପଲକ୍ଷେ ମେଣ୍ଢାଶାଳ ସେବା ସମବାୟସମିତି ଏହାକୁ ପାଳନ କରିଛି ।ଏହି ଉପଲକ୍ଷେ ସକାଳେ ସେବାସମବାୟ ସମିତି ଓ କେନ୍ଦ୍ରସମବାୟବ୍ୟାଙ୍କ ଶାଖା ପରିସରରେ ସମବାୟ ପତାକା ଉତୋଳନ କରାଯାଇଥିଲା ।ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସମବାୟବ୍ୟାଙ୍କ ଶାଖାପରିଚାଳକ ସସ୍ମିତାନାୟକ,ସନ୍ତୋଷ କୁମାର ମଙ୍ଗରାଜ, ମୁରଲିଧର ମହାନ୍ତି,ରାଜଖାନଙ୍କ ସମେତ ସମିତିର ବହୁସଦସ୍ୟ ମାନେ ଉପସ୍ଥିତ ଥିଲେ ।ସୁସ୍ଥସମବାୟସମିତି ରହିଲେ ଗ୍ରାମାଂଚଳର ଚାଷୀମାନେ ଉପକୃତ ହୋଇପାରିବେ […]

ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୫ ତାରିଖ (ମଙ୍ଗଳବାର) ମାର୍ଗଶୀର ମାସ -କୃଷ୍ଣପକ୍ଷ,ତିଥି-ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୮/୫୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୦୯,ମକର ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ,ତାଳ ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି। 🐮ବୃଷ-ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ […]