ଆଜିର ରାଶିଫଳ
କାର୍ତ୍ତିକେଶ୍ୱରପୂଜା,ରାସପୁର୍ଣିମା, ବାଲିଯାତ୍ରା, କାର୍ତିକବ୍ରତ ସମାପନ ଓ ଚନ୍ଦ୍ରଗ୍ରହଣ ,୨୦୨୨ମସିହା ନଭେମ୍ବରମାସ ୦୮ତାରିଖ (ମଙ୍ଗଳବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ଚନ୍ଦ୍ରଗ୍ରହଣ-ପରାଗସ୍ପର୍ଶ-ଅପରାହ୍ନ ୦୨/୩୭ମିନିଟ , ଦୃଶ୍ୟମାନ ସନ୍ଧ୍ୟା ୦୫/୦୭ ମିନିଟ୍ ,ପରାଗସର୍ବମୋକ୍ଷ-ସଂଧ୍ୟା ୦୬ ଘଣ୍ଟ ୨୧ ମିନିଟ ,ଦେବନୀତି, ପାକତ୍ୟାଗ ଇତ୍ୟାଦି.୦୮/୧୧/୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ସକାଳ ୦୫/୩୭ ମିନିଟ୍ (ଗ୍ରହଣର ୩ପ୍ରହର ପୂର୍ବରୁ) ଠାରୁ ସନ୍ଧ୍ୟା ୦୬ ଘଣ୍ଟ ୨୧ ମିନିଟ ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ କରି ପାକ କର୍ମ ଦେବନୀତି ସମ୍ପନ୍ନ ହେବ ,ଗ୍ରହଣ ଚନ୍ଦ୍ରଶୁଦ୍ଧି -:ମିଥୁନୁ, […]