ପିଲାଙ୍କ ନାଁରେ ଚାଉଳ ଚଳୁ
ଅନୁଗୁଳ,୫/୧୧(ଏସ ଏସ ନିଉଜ) ଅଙ୍ଗନବାଡ଼ି ପିଲାଙ୍କୁ ଚାଉଳ ଯୋଗାଣର ଦାୟିତ୍ବ ମୁଣ୍ଡାଇ ନିଜେ ମାରିନେଲେ। ସରକାରୀ ଅଡିଟ୍ରୁ ଅନୁଗୁଳ ଜିଲ୍ଲାରେ ହୋଇଥିବା ୩୫ଲକ୍ଷ ଟଙ୍କାର ଚାଉଳ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇଜଣ ଟ୍ରାନ୍ସପୋର୍ଟର୍ ହିଁ ଚାଉଳ ଚଳୁ କରିଛନ୍ତି। ଏନେଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁଓ) ୩ ତାରିଖରେ ଟ୍ରାନ୍ସପୋର୍ଟରଙ୍କ ନାମରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି […]