Browsing daily archive

November 2, 2022

ଆଜିର ରାଶିଫଳ

ଆଜିର ରାଶିଫଳ

ଶ୍ରୀକୃଷ୍ଣଙ୍କର ସରଦ୍ରାସାଧିବାସ, ଭାଗବତସପ୍ତାହ ପାଠଆରମ୍ଭ ଓ ସୁଦଶାବ୍ରତ ଆରମ୍ଭ ୨୦୨୨ ମସିହା ନଭେମ୍ବର ମାସ ୦୩ ତାରିଖ (ଗୁରୁବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ଦଶମୀ ରାତ୍ରି ଘ୭/୪୭ ପର୍ଯ୍ୟନ୍ତତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୨/୩୨ ,ସୂର୍ଯ୍ୟାସ୍ତ  ସନ୍ଧ୍ୟା ଘ୦୫/୦୮/୩୨ ,ତୁଳା ଓ କୁମ୍ଭରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ ରାତ୍ରି ଘ୭/୪୭ ଗତେ ଶିମ୍ବ ଭକ୍ଷଣ ନିଷେଧ । ମେଷ-ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବାଲାଗି ଦିନଟିଭଲ। […]

ଓଲଟିଲା ଯାତ୍ରୀବାହୀ ବସ

ଓଲଟିଲା ଯାତ୍ରୀବାହୀ ବସ

ପାଣିକୋଇଲି,୧/୧୦(ଡିଏନଏ) ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ।ଯାହାଫଳରେ ୬ ଜଣ ଗୁରୁତର ହୋଇଥିବା ବେଳେ ୪୦ରୁ ଊର୍ଧ୍ବ ଆହତ ହୋଇଥିବାର ଜଣାପଡିଛି I

ହାତୀକୁ କରାଗଲା ଟ୍ରାଙ୍କୁଲାଇଜ୍

ହାତୀକୁ କରାଗଲା ଟ୍ରାଙ୍କୁଲାଇଜ୍

ଭୁବନେଶ୍ୱର,୧/୧୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା ।ଭୁବନେଶ୍ବର ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ । ଟ୍ରାଙ୍କୁଲାଇଜ୍ ପରେ ହାତୀକୁ ଟାଙ୍ଗି ଚୌଦ୍ୱାର ଡିଭିଜନ କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି।

କାର୍-ଟ୍ରକ ମୁହାଁମୁହିଁ ଧକ୍କା

ଖୋର୍ଦ୍ଧା,୧/୧୧(ଏସଏସନିଉଜ)ଖୋର୍ଦ୍ଧା-ବୋଲଗଡ଼ ପଞ୍ଚୁକୋଟ ନିକଟ ଅଭିନନ୍ଦନ ଢାବା ନିକଟରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁହୋଇଛି।ନୟାଗଡ଼ରୁ ଭୁବନେଶ୍ବର ଯିବା ବେଳେ ଦୁର୍ଘଟଣା ଘଟିଛି।

ଆଜିର ରାଶିଫଳ

ଅଁଳା ନବମୀ, ଜଗଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦଦର୍ଶନ ଓ ଶ୍ରୀ ଜଗନ୍ନାଥଙ୍କର ଜଗମୋହନ ଭୋଗ, ୨୦୨୨ ମସିହା ନଭେମ୍ବର ମାସ ୦୨ ତାରିଖ (ବୁଧବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/ ୫୧/ ୨୩,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୦୮/୫୦,କର୍କଟ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ନବମର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଲାଉ ରାତ୍ରି ଘ୯/୨୦ ଗତେ କଳମ ଶାଗ ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ👉ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ […]