Browsing daily archive

October 27, 2022

ମନ୍ତ୍ରୀଙ୍କୁ ଦେଖାଇଲେ କଳାପତାକା

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଦୁଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ଆଠଗଡ଼ ବସ୍‌ଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ଦେଖାଇଲେ। ଚାନ୍ଦବାଲି ଛକରେ କଳାପତାକା ଦେଖାଇ ଯୁବ କଂଗ୍ରେସ କର୍ମୀ ଅଟକ ଥିବାର ଜଣାପଡିଛି ।ଅନ୍ୟପଟେ କେନ୍ଦ୍ରାପଡ଼ା, ମହାକାଳପଡ଼ା, ଜମ୍ବୁ ପଞ୍ଚାୟତରେ ଖାଦ୍ୟୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗମନ୍ତ୍ରୀ ଅତନୁସବ୍ୟସାଚୀନାୟକଙ୍କୁ ବିରୋଧ କରି ମନ୍ତ୍ରୀଙ୍କ ଗାଡି ଅଟକାଇଲେ ଶତାଧିକ ଲୋକେ । ମନ୍ତ୍ରୀ ଗାଡ଼ିରୁ ବାହାରି […]

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ବିଶ୍ବକପର ଦ୍ବିତୀୟମ୍ୟାଚରେ ଜିତିଛି ଭାରତ ।ନେଦରଲାଣ୍ତ୍ସକୁ ହରାଇ ବିଜୟ ତିଳକ ଲଗାଇଲା ଭାରତ । ଗର୍ଜିଛି ବିରାଟଙ୍କ ବ୍ୟାଟ ଓ ବିସ୍ଫୋରକ ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର ।ଭାରତ ପକ୍ଷକୁ ବିରାଟ କୋହଲିଙ୍କ ନାମରେ ସର୍ବାଧିକ ରନ । ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ବିଜୟ ହୋଇଛି । ୫୬ ରନ୍‌ରେ ନେଦରଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ଭାରତ ୧୭୯/୨, ନେଦରଲାଣ୍ଡ ୧୨୩/୯ ।ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ୍ । ଭୁବନେଶ୍ବର, ଅର୍ସଦୀପଙ୍କୁ […]