ଆନ୍ଦୋଳନ କଲେ ବହିଷ୍କାର!
କଟକ,୨୧/୧୦(ଏସଏସ ନିଉଜ)ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡା ନିୟମ । ଆନ୍ଦୋଳନ କଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ । ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ମନା । ନିୟମ ନମାନିଲେ ବିଶ୍ଵବିଦ୍ୟାଳୟରୁ ହେବେ ବାସନ୍ଦ ବୋଲି ଜଣାପଡିଛି।
Browsing daily archive
କଟକ,୨୧/୧୦(ଏସଏସ ନିଉଜ)ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡା ନିୟମ । ଆନ୍ଦୋଳନ କଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ । ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ମନା । ନିୟମ ନମାନିଲେ ବିଶ୍ଵବିଦ୍ୟାଳୟରୁ ହେବେ ବାସନ୍ଦ ବୋଲି ଜଣାପଡିଛି।
ପୁରୀ,୨୧/୧୦(ଏସଏସ ନିଉଜ)ଶ୍ରୀମନ୍ଦିର ଭିତରେ ଅଚେତ ହେଲେ ହବିଷ୍ଯାଳି । ଆଜି ଏକଦଶୀରେ ଜଗା ଦର୍ଶନ ବେଳେ ହବିଷ୍ୟାଳି ଜଣକ ଭିତର ବେଢାରେ ଅଚେତ ହୋଇପଡିଥିଲେ ।ପରେ ପୋଲିସ ସାହାଯ୍ୟରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।ହବିଷ୍ୟଳି ଜଣକ ୭୫ବର୍ଷୀୟା ଖୋର୍ଦ୍ଧାର ମୁଷି ଘଡେଇ ବୋଲି ଜଣାପଡିଛି।
ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଥିବାବେଳେ ୮ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ରାଜସ୍ୱ, ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ବିଷୟ ଉପରେ ହୋଇପାରେ ଆଲୋଚନା । ବିଶେଷକରି ବୈଠକରେ କ୍ରୀଡ଼ା ଓ ଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।
ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଜଗବନ୍ଧୁଙ୍କୁ ଟେକି ନେଲା ପୋଲିସ ଟିମ୍ ।ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ମୁଖ୍ୟ କାର୍ପଟଦାର।ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୋଲିସ ଉଠାଇନେଇଥିବା ସୂଚନା ମିଳିଛି ।