Browsing daily archive

October 20, 2022

ଜାଣନ୍ତୁ ଘରେ କଣକଲେ ଚମକିବ ତ୍ୱଚା

ଜାଣନ୍ତୁ ଘରେ କଣକଲେ ଚମକିବ ତ୍ୱଚା

ପୂଜାପର୍ବ ସମୟରେ ସଭିଏଁ ବିଶେଷ କରି ଯୁବତୀମାନେ ନିଜ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହି ସମୟରେ କର୍ମବ୍ୟସ୍ତତା ମଧ୍ୟରେ ପାର୍ଲର ଯିବାକୁ ଅଧିକାଂଶ ସମୟ ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ସହଜ ଉପାୟରେ ଏଭଳି କିଛି ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଯାହା ତ୍ୱଚାର ଚମକ ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ। ଏଭଳି ଘରୋଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତି କରିବା ପାଇଁ ପ୍ରାକୃତିକ ଜିନିଷର ଅଧିକ ବ୍ୟବହାର […]

ଆଜିର ରାଶିଫଳ

ଆଜିର ରାଶିଫଳ

ରମା ଏକାଦଶୀ ,୨୦୨୨ ମସିହା ଅକ୍ଟୋବର ମାସ ୨୧ତାରିଖ(ଶୁକ୍ରବାର)କାର୍ତିକମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୧୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୬/୧୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟାଘ୫/୧୯ ଗତେ ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଖର୍ଚ୍ଚ କମାଇବାପାଇଁ ଚେଷ୍ଟାକଲେ ଉପକୃତ ହେବେ । ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂରଯାତ୍ରାରେ ଅସଫଳ, କର୍ମବିଶୃଙ୍ଖଳା, ବିବାଦରେପରାଜିତ ହେବେ । ପୁରାତନରୋଗ ପୁନଃ ଭୋଗ ହୋଇପାରେ । […]

ଘରପଛପଟୁ ମିଳିଲାଙ୍କ ମୃତଦେହ

କୁଚିଣ୍ଡା,୨୦/୧୦(ଏସଏସ ନିଉଜ) ଘର ପଛପଟ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜମନକିରା ଥାନା ବଡ଼ମାଳ ରାଉତପଡ଼ାରେ ମାଟି ତଳୁ ମିଳିଲା ମୃତଦେହ। ମହିଳା ଜଣଙ୍କ ଗତ ୨ମାସ ହେଲା ନିଖୋଜ ଥିଲେ। ୨ଦିନ ହେଲା ମହିଳାଙ୍କ ସ୍ୱାମୀକୁ ପୋଲିସ ପଚରାଉଚରା କରୁଥିଲା। ସ୍ତ୍ରୀକୁ ମାରି ପୋତି ଦେଇଥିବା ମାନିବା ପରେ ମୃତଦେହ ଉଦ୍ଧାର କରିଛି ପୋଲିସ।

ବାତ୍ୟା ଅପଡେଟ୍

ବାତ୍ୟା ଅପଡେଟ୍

ଭୁବନେଶ୍ୱର,୨୦/୧୦(ଏସଏସ ନିଉଜ)ବାତ୍ୟାଅପଡେଟ୍ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ସେ କହିଛନ୍ତି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ପାଖାପାଖି ହୋଇ ବାତ୍ୟା ଯିବ । ଲଘୁଚାପଟି ୨୨ରେ ଅବପାତ , ୨୩ରେ ଗଭୀର ଅବପାତ ରୂପ ନେବ,୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ। ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା। ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପ.ବଙ୍ଗ-ବାଂଲାଦେଶକୁ ମୁହାଁଇବ। ୨୫ ସୁଦ୍ଧା […]

୩୦ହଜାର ବ୍ୟବଧାନରେ ବିଜେଡି ଜିତିବ

ଭୁବନେଶ୍ୱର,୨୦/୧୦(ଏସଏସ ନିଉଜ)ଧାମନଗର ନିର୍ବାଚନରେ ୨୫ରୁ୩୦ହଜାର ବ୍ୟବଧାନରେ ବିଜେଡି ଜିତିବ ।ଧାମନଗରରେ ବିଜେଡିର ପ୍ରଦର୍ଶନ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କ ପାଇଁ ବିଜେଡି କାମ କରୁଛି , ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବେନି। ରାଜେନ୍ଦ୍ର ବିଜେଡି ଭୋଟ୍ ମାଇନସ୍ କରିବେ ନାହିଁ , ଅନ୍ୟ ଦଳର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାରରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯିବା ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟରୁ ମିଳିଲା ସୁରାକ। ମୁଖ୍ୟମନ୍ତ୍ରୀ ପ୍ରଚାରରେ […]

କନ୍ଦାଇଲା ମୋ ବସ୍

କଟକ,୨୦/୧୦(ଏସଏସ ନିଉଜ) ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କରିଛି ମୋବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଯାଇଥିଲା ମୋ ବସ୍ । ବସ୍‌ ଆଗପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ଛନକାପଶିଯାଇଥିଲା।ଅଧଘଣ୍ଟାକାଳ ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା […]

ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର,୨୦/୧୦(ଏସଏସ ନିଉଜ)ଡୁବୁରି ନିକଟ ନିର୍ମାଣାଧୀନ ପାର୍କ ପାଖ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଝୁଲନ୍ତା ମୃତଦେହ ଡୁବୁରି ଗାଁର ଜଣେ ଯୁବକଙ୍କର ହୋଇଥିବା ସୂଚନା ମିଳିଛି।ପାରିବାରିକ କଳହରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।