Browsing daily archive

October 9, 2022

ଆଜିର ରାଶିଫଳ

କାର୍ତିକ ବ୍ରତାରମ୍ଭ,୨୦୨୨ ମସିହା ଅକ୍ଟୋବର ମାସ ୧୦ ତାରିଖ (ସୋମବାର)କାର୍ତିକ ମାସ -କୃଷ୍ଣପକ୍ଷ,ତିଥି-ପ୍ରତିପଦା ରାତ୍ରି ଘ୧/୪୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୪୨/୫୭,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୪/୦୭,ମିଥୁନ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ […]

କଟକ ବାଲିଯାତ୍ରାପାଇଁ ସ୍ଥାନ ଆବଣ୍ଟନ ନିମନ୍ତେ ପଞ୍ଜିକରଣ ଆରମ୍ଭ

କଟକ,୮/୧୦(ଏସଏସନିଉଜ) ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉତ୍ସବ-୨୦୨୨ ନିମନ୍ତେ ବ୍ୟବସାୟୀକ ତଥା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ସ୍ଵଚ୍ଛତାଅଧାରରେ ସ୍ଥାନବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାରବାଟୀ ପ୍ୟାଲେସ, ବାରବାଟୀ ଷ୍ଟାଡିୟମଠାରେ କରାଯାଉଛି। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ହେବାକୁ ଥିବା କଟକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି। ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ […]

ପୁଣି ପର୍ଯ୍ୟଟକଙ୍କୁ ଅସମ୍ନାନ

ବାରଙ୍ଗ,୮/୧୦(ଏସଏସ ନିଉଜ) ବିବାଦର ପିଛା ଛାଡୁନାହିଁ ନନ୍ଦନକାନନ।କେତେବେଳେ ଜୀବଜନ୍ତୁମାନଙ୍କ ମୃତୁ, ଉନୟନ କାର୍ଯ୍ୟର ମାନ ନିମ୍ନମାନର, କେତେବେଳେ ଅଫିସରମାନେ ନନ୍ଦନକାନନ ଛାଡିବାକୁ ଇଛା ନକରିବା ,ନୂଆ ଜୀବଜନ୍ତୁ ନଆସିବା ତ କେତେବେଳେ ଠିକାଦାର ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ଆଦି ବିବାଦ ମଧ୍ୟରେ ଛନ୍ଦି ହୋଇପଡିଛି ନନ୍ଦନକାନନ।ଏହାରି ଭିତରେ ଘରୋଇକରଣ ରେ ନେଇ ବ୍ୟବସାୟ କରୁଥିବା ଠିକାଦାର ଏବେ ନନ୍ଦନକାନନ ପାଇଁ ଚିନ୍ତାର କାରଣ ପଲଟିଛି। ଶନିବାର ଦିନ ଏମିତି ଏକ ଘଟଣା ଘଟିଛି।ସଫରିରେ ଯିବାକୁ ନେଇ […]