କୁକୁଡ଼ା ଦେକାନରେ ବାର୍ହା ମାଂସ
ଢେଙ୍କାନାଳ ,୭/୧୦(ଏସଏସନିଉଜ)କୁକୁଡ଼ା ଦେକାନରେ ବାର୍ହା ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦଧିସିଙ୍ଗା ଗ୍ରାମର ଚିନ୍ମୟ ନାୟକ ନାମକ ଯୁବକକୁ ଷଡଙ୍ଗୀ ରେଞ୍ଜ ଫରେଷ୍ଟ ଗିରଫ କରିଛି ।ଜୋରନ୍ଦା ଫରେଷ୍ଟ ସେକ୍ସନ ଅଧିନ ଦଧିସିଙ୍ଗା ଗ୍ରାମରେ ଥିବା ଚିକେନ ଦୋକାନରେ ଜଙ୍ଗଲୀ ବାର୍ହା କଟା ହୋଇ ବିକ୍ରି କରାଯାଉଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭଗ କର୍ମଚାରୀମାନେ ଚଢଉ କରିଥିଲେ ।ଘଟଣାସ୍ଥଳରୁ ଦେଢ଼ କେଜିର କଟା ମାଂସ ଜବତ କରିବାସହ ଦୋକାନ ମାଲିକ ଚିନ୍ମୟ ନାୟକକୁ ଗିରଫ କରି କୋର୍ଟ ଚାଲାଣ […]