Browsing daily archive

October 6, 2022

ଶୁକ୍ରବାର ସକାଳର ରାଶିଫଳ

ମେଷ:-ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନ ସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ:-ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ। ମିଥୁନ:-କ୍ୟାରିୟରରେ ମୋଡ଼ ପରିବର୍ତ୍ତନ ଲାଗି ଦିନଟି ଶୁଭ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। କାରବାରରେ ବକେୟା ଅର୍ଥ ପାଇବେ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ […]

୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ମନ୍ତ୍ରୀ ସମୀର ରଂଜନ ଦାଶ , ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ , ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବାଦ ପଡିଛନ୍ତି ।ତେବେ ଦାୟିତ୍ୱ ମିଳିଥିବା ନେତାମାନେ ହେଲେ ବାଲେଶ୍ୱର- ପ୍ରତାପ କେଶରୀ ଦେବ ବରଗଡ଼ – ସୁଧିର କୁମାର ସାମଲ ଭଦ୍ରକ- ପ୍ରଣବ ବଳବନ୍ତରାୟ ବଲାଙ୍ଗୀର ଓ […]

ଜଳିଗଲା ମାଛଧରା ବୋଟ

ଚାନ୍ଦବାଲି,୬/୧୦(ଏସଏସ ନିଉଜ) ଧାମରା ଅବଦୁଲ କଲାମ ଦ୍ୱୀପ ନିକଟରେ ଜଳିଗଲା ବୋଟ୍।ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍ ।ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ।ଆଉ ଗୋଟିଏ ବୋଟ୍ ଦ୍ୱାରା ସୁରକ୍ଷିତରେ ଉଦ୍ଧାର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ନଦୀରେ ଭାସି ୮ମୃତ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ଜଣ ମୃତୁବରଣ କରିଛନ୍ତି।ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଭାସି ୮ ମୃତୁବରଣ କରିଛନ୍ତି। ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟା ପାଣି। ଅନେକ ନିଖୋଜ ଆଶଙ୍କା ଥିବାବେଳେ NDRF ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।