ରାବଣପୋଡି ବେଳେ ଅଘଟଣ
ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ହରିୟାଣାରେ ବଡ଼ ଅଘଟଣ ଘଟିଛି।ରାବଣ ପୋଡ଼ି ବେଳେ ଲୋକଙ୍କ ଉପରେ ପଡ଼ିଛି ଜଳନ୍ତା କୁଶପୁତ୍ତଳିକା ।ଏହାଦ୍ୱାରା ଜଣ କ୍ଷୟକ୍ଷତି ଘଟିଛି ଜଣାପଡିନାହିଁ।
Browsing daily archive
ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ହରିୟାଣାରେ ବଡ଼ ଅଘଟଣ ଘଟିଛି।ରାବଣ ପୋଡ଼ି ବେଳେ ଲୋକଙ୍କ ଉପରେ ପଡ଼ିଛି ଜଳନ୍ତା କୁଶପୁତ୍ତଳିକା ।ଏହାଦ୍ୱାରା ଜଣ କ୍ଷୟକ୍ଷତି ଘଟିଛି ଜଣାପଡିନାହିଁ।
ଭଷାଣୀଯାତ୍ରା,ଗୋଷାଣୀଯାତ୍ରା,ପାପାଙ୍କୁଶାଏକାଦଶୀ ଓ ଲଷ୍ମୀନାରାୟଣ ଏକାଦଶୀ ,୨୦୨୨ମସିହା ଅକ୍ଟୋବର ମାସ ୦୬ ତାରିଖ (ଗୁରୁବାର)ଆଶ୍ଵିନମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ଦିବା ଘ୯/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୨/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୭/୪୨ ,ତୁଳା ଓ କୁମ୍ଭରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଦ୍ଵାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବଦିବା ଘ୯/୪୬ ଗତେ ପୋଇ ଶାଗ ଭକ୍ଷଣ ନିଷେଧ । ମେଷ-ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ […]
କୋଇଡା,୫/୧୦(ଏସଏସ ନିଉଜ)୫୦ ଫୁଟ୍ ତଳକୁ ଖସିଲା ଟ୍ରକ।ଯାହାଫଳରେ ଚାଳକ ଓ ହେଲପର ମୃତୁବରଣ କରିଛନ୍ତି। । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟାଫାଣ୍ଡି ଅଞ୍ଚଳରେ । ଭାରସାମ୍ୟ ହରାଇ ଟ୍ରକଟି ପୋଲତଳକୁ ଖସିପଡିଥିବାର ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି । ମୃତକଙ୍କ ପରିଚୟ ଅସ୍ପଷ୍ଟ ।
ବ୍ରହ୍ମପୁର,୫/୧୦(ଏସଏସ ନିଉଜ)କୁକୁଡ଼ାଖଣ୍ଡି ଅଞ୍ଚଳର ୪ ଯୁବକ ଗୋପାଳପୁର ବେଳାଭୂମିରେ ଗାଧଉଥିବା ବେଳେ ଭାସିଯାଇଛନ୍ତି।ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିବାର ଜଣାପଡିଛି।
ସୋହେଲା,୫/୧୦(ଏସଏସ ନିଉଜ)କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ-ଝିଅ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ କନାପାଲିରେ ଘଟିଥିବା ଏହି ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି।ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ସେନାହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।ଫଳରେ ପାଇଲଟ୍ ମୃତୁବରଣ କରିଛି। ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ନିକଟରେ ହୋଇଛି ।ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ଆଜିର ଅଶ୍ୱିନମାସ ଶୁକ୍ଲ ଦଶମୀ ତିଥିକୁ ସମଗ୍ର ହିନ୍ଦୁଧର୍ମରେ ବିଜୟଦଶମୀ ଭାବେ ପାଳନ କରାଯାଏ।ବିଜୟଦଶମୀ ଅର୍ଥ ଦଶଟି ବଦଗୁଣ ଉପରେ ବିଜୟ ତଥା ଏହିଦିନଟି ମହିଷାସୁର ଉପରେ ମାଁଦୂର୍ଗାଙ୍କ ବିଜୟକୁ ଦର୍ଶାଇଥାଏ। ପୌରାଣିକତଥ୍ୟ ଏବଂ କିମ୍ବଦନ୍ତୀ ଆଧାରିତତଥ୍ୟ ଅନୁଯାଇ ବିଜୟଦଶମୀଦିନ ଭଗବାନ ଶ୍ରୀରାମ ତାଙ୍କ ଧର୍ମପତ୍ନୀ ମାତାସୀତାଙ୍କୁ ଉଦ୍ଧାର କରିବା ଉଦ୍ୟେଶ୍ୟରେ ଲଙ୍କାର ରାଜା ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ।ଏହି ବିଜୟଉସ୍ଛବର ସ୍ମରଣରେ ପ୍ରତିବର୍ଷ ଏହି ବିଜୟ ଦଶମୀ ଦିନ ରାବଣର ପୁତ୍ତଳିକା ଦହନ କରାଯାଇଥାଏ ।ବିଜୟ […]
ବୌଦ୍ଧ,୫/୧୦(ଏସଏସନିଉଜ)ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ଜଣ ମୃତୁବାରଣ କରିଛନ୍ତି। ମାଆ , ପୁଅ ଓ ଦିଅରଙ୍କ ମୃତ୍ୟୁଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମହିଳା। ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ପୁଅ ଓ ଦିଅରଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି।
କଟକ,୫/୧୦(ଏସଏସ ନିଉଜ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵରର ଲୁଣା ନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ କମଳପୁର ଗ୍ରାମର ମହେନ୍ଦ୍ର ଜେନା। ଗତକାଲି ବିଳମ୍ବିତ ରାତିରେ ତରତଆଡୁ ଆସୁଥିବା ଏକ ମହିନ୍ଦ୍ରା ଥର ଗାଡ଼ିଟି (WB02 AS 0955) ରାସ୍ତା କଡ଼ରେ ବହୁଦିନ ଧରି ରହିଥିବା ଏକ ଜେସିବିକୁ ପଛଆଡ଼ୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଆହତ […]