Browsing daily archive

October 2, 2022

ଗାନ୍ଧୀ ଜୟନ୍ତୀରେ ଲଗାଇଲେ ଗଛ

ଗାନ୍ଧୀ ଜୟନ୍ତୀରେ ଲଗାଇଲେ ଗଛ

ବାରଙ୍ଗ,୨/୧୦(ଏସଏସନିଉଜ)ସ୍ବାଧୀନତାର ଅମୃତ ମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବାହୁଡା଼ ଠାରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ମରିଚିଆଗ୍ରାମ ନିକଟ ପୁରୀମୁଖ୍ୟକେନାଲ ଠାରୁ ବାଲିପଡ଼ାପର୍ଯ୍ୟନ୍ତ ପ୍ରାଚୀନ କୁଆଖାଇନଦୀବନ୍ଧ କଡ଼ରେ ୫୦ରୁ ଉର୍ଦ୍ଧ ଦେଶୀ ଆମ୍ବ,ଅର୍ଜୁନ,ଲିମ୍ବ,ଅଁଳା , ରାଧାଚୁଡ଼ା, ପାଟୁଳୀ ଇତ୍ୟାଦି ଚାରାରୋପଣ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମଟିକୁଅଞ୍ଚଳର ଯୁବନେତା ପ୍ରତାପକୁମାର ରାଉତ ଉଦଘାଟନ କରିଥିଲେ।କୃଷିବିଭାଗର ପୂର୍ବତନ ସ୍ଵତନ୍ତ୍ରଶାସନସଚିବ ମନ୍ମଥକୁମାରପାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ମୁଖ୍ୟ ଆକର୍ଷଣ ଥିଲା ଅଞ୍ଚଳର ବହୁ କୁନିକୁନି ପିଲା ସୌଭିତ,ଗୁଡୁ,ପାପୁ […]

ଆଜିର ରାଶିଫଳ

ଆଜିର ରାଶିଫଳ

ପିଠେମହାନବମୀ, ମୃଣ୍ମୟୀଦେବୀଙ୍କ ଅଷ୍ଟମୀପୂଜା,ସନ୍ଧିପୂଜା ,୨୦୨୨ ମସିହା ଅକ୍ଟୋବର ମାସ ୦୩ ତାରିଖ (ସୋମବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୪/୩୦ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୧/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୦/୧୮ ,ମିଥୁନରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ଦିବା ଘ୪/୩୦ଗତେ ଲାଉଭକ୍ଷଣ ନିଷେଧ । ମେଷ-ଆଜି ମାନସିକ ଯନ୍ତ୍ରଣା କାରଣରୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବେ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି […]

ମଦମୁକ୍ତ ଓଡିଶା ପାଇଁ ପଦଯାତ୍ରା

ମଦମୁକ୍ତ ଓଡିଶା ପାଇଁ ପଦଯାତ୍ରା

ମେଣ୍ଢାଶାଳ, ୨/୧୦(ଏସଏସ ନିଉଜ)ଆମ ସମାଜରେ ବିଭିନ୍ନ ପ୍ରକାର ନିଶାସେବନ ହେଉଛି କିନ୍ତୁ ମଦକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ,ଯାହାଫଳରେ ନିରୀହ ଲୋକମାନେ ନିଶାଗ୍ରସ୍ତ ହୋଇ ସର୍ଵସ୍ୱାନ୍ତ ହେଉଛନ୍ତି।ଅଧିକ ରାଜସ୍ବ ପାଇଁ ଅଧିକ ମଦଦୋକାନ ଖୋଲାଯିବା ଓ ବେଆଇନ ମଦ ବେପାରକୁ ପ୍ରଶାସନ ନରୋକିବାରୁ ନିଶାଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ଫଳସ୍ୱରୂପ ରାସ୍ତା ଦୁର୍ଘଟଣା, ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଆଦି ଅଧିକ ସଂଖ୍ୟାରେ ନିଶାସକ୍ତଙ୍କ ଦ୍ଵାରା ହିଁ ହେଉଛି ବୋଲି ଗାନ୍ଧିଜୀଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। […]