ଆଜିର ରାଶିଫଳ
ପିଠେ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କର ତ୍ରିଦିନାତ୍ମକ ସପ୍ତମୀ ପୂଜା, ଦୁର୍ଗା ବ୍ରତ ,୨୦୨୨ ମସିହା ଅକ୍ଟୋବର ମାସ ୦୨ ତାରିଖ (ରବିବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୩୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୧/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୧୦ ,ମେଷରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ସପ୍ତମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ. ସନ୍ଧ୍ୟାଘ୬/୩୭ ଗତେ ନଡ଼ିଆ ଭକ୍ଷଣ ନିଷେଧ 🐏ମେଷ-ଆଜି ଆପଣଙ୍କ ଘରେ କଳହର ଯୋଗ ରହିଛି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ […]