ଆଜିର ରାଶିଫଳ
ଶ୍ରୀରାଧାଷ୍ଟମୀ ଓ ଶ୍ରୀ ଦୁର୍ଗାଶୟନୋଉତ୍ସବ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୩ ତାରିଖ (ଶନିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ଦିବା ଘ୧୨/୧୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୭/୨୧ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ଏକୋଦିଷ୍ଟ ପାର୍ବଣ ଶ୍ରାଦ୍ଧ । ମେଷ- ଆଜି ଆପଣଙ୍କଦିନ ପୁର୍ବ ଅପେକ୍ଷା ଠିକ୍ ରହିବ , ରାଜନୀତିକ୍ଷେତ୍ରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭଲସଫଳତା ମିଳିବାର ଆଶାଅଛି । ବେପାରରେ […]