Browsing monthly archive

March 2022

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୭ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଦଶମୀ, ସିଂହ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଦଶମୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମଶାଗ, ଶିମ୍ବଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ👉ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। 🐮ବୃଷ👉ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ। 👩‍❤️‍👨ମିଥୁନ👉ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ […]

ସରିଲା ଭୋଟ ଗଣତି

ଭୁବନେଶ୍ୱର,୨୬/୩(ଏସ ଏସ ନିଉଜ)୨୮ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ସରିଲା ଭୋଟ ଗଣତି।ମୋଟ ୯୭ ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ ଯାଇଛି ୭୦। ବିଜେପି ଖାତାରେ ୧୫ ଟି ପାାଇ ଥିବାବେଳେ କଂଗ୍ରେସ ୫ଟି ପଦ ହାତେଇବାରେ ସକ୍ଷମ ହୋଇଛି ।ସେହିଁଭଳିଭାବେ  ସ୍ୱାଧୀନ ପାର୍ଥିମାନେ ୭ଟି ଜାଗାରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।

ଆଗରେ ବିଜେଡି

ଭୁବନେଶ୍ବର,୨୬/୩(ଏସଏସନିଉଜ) ପୌର ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ।ସମୟାନୁକ୍ରମେ ନୁଆନୁଆ ଟ୍ରେଣ୍ଡ୍ ଆସି ପହଁଚୁଛି ।ତେବ ଦିନ ୧ଟାସୁଦ୍ଧା ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ବହୁତ ଆଗରେ ରହିଥିବାର ଜଣାପଡିଛି ।ଦିନ ୧ଟା ସୁଦ୍ଧା ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗରେ,୧୭ଟିରେ ବିଜେପି ଓ ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଥିବାର ଜଣାପଡିଛି ।  

ବିଜୟ ଉତ୍ସବରେ କଟକଣା

ଭୁବନେଶ୍ୱର,୨୬/୩(ଏସଏସନିଉଜ)ପୌର ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ କେତେକ ଜାଗାରେ ପ୍ରାର୍ଥୀମାନେ ବିଜୟୀ ହୋଇସାରିଛନ୍ତି ।ତେବେ ଏହି ବିଜୟ ଉସ୍‌ବକୁ କେହି ପାଳନ କରିପାରିବେ ନାହଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । କେହି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି,ତେଣୁ ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ବାପା ପରେ ଚାଲିଗଲା ପୁଅ

ବାରଙ୍ଗ୨୫/୩(ଏସଏସନିିଜ )ବାପାର ଦେହାନ୍ତ ହେବାର କେଇଘଂଟାପରେ ପୁଅର ଜୀବନ ଚାଲିଯାଇଥିଲା ।ପରିବାରର ଚଳାଇବାର ବୋଝ ସହ ରୋଗିଣା ବାପାର ଚକିସ୍‌ା ପାଇଁ ପରିବାରର ଏକମାତ୍ର ରେଜଗାରକ୍ଷମ ପୁଅର ଜୀବନ ଶୁକ୍ରବାର ଦିନ ଚାଲିଯାଇଛି ।ପୁଅ ଓ ସ୍ମାମୀକୁ ହରାଇ ମା ଦୁଃଖରେ ଭାଙ୍ଗିପଡିଥିବାବେଳେ ଏହି ଘଟଣା ଗ୍ରାମବାସୀମାନଙ୍କୁ ମର୍ମାହାତ କରିଛି ।ଏହିଭଳି ଦୁଃଖଦ ଘଟଣା ବାରଙ୍ଗବ୍ଲକଅର୍ନ୍ତଗତ କୁହ୍ନେଇପଡା ଗ୍ରାମ ପଂଚାୟତର ବ୍ରାହ୍ମଣୀ ଗାଁରେ ଘଟିଛି । ବ୍ରାହ୍ମଣୀ ଗାଁର ୫୦ବର୍ଷ ବୟସ୍କ ପୁରସ୍ତମ ସ୍ୱାଇଁଙ୍କର ବ୍ରେନଟ୍ୟୁମରରେ ଆକ୍ରାନ୍ତ […]

ଜାଲରେ ପଡ଼ିଲା କୁମ୍ଭୀର

ଭଦ୍ରକ,୨୬/୩(ଏସଏସନିୁଜ)ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ ଢ଼ାଛଜାଲରେ ପଡିଛି କୁମ୍ଭୀର ।କିଛି ମାଛଧରାଳୀ ନଦୀରେ ମାଛ ଧରୁଥିବାବେଳେ କୁମ୍ଭୀରଟି ଜାଲରେ ପଡିବା ସହ ଜଣେ ମାଛଧରାଳିଙ୍କ ଗୋଡକୁ କାମୁଡି ଦେଇଥିଲା ।ଫଳରେ ମାଛଧରାଳୀ ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାଥିମାନଙ୍କ ସହ ଶୁକ୍ରବାରଦିନ ଗଗନ ମାଛମାରିବାକୁ ନଦୀକୁ ଯାଇଥିବାବେଳେ ଗଗନର ଜାଲରେ କୁମ୍ଭୀରଟି ପଡିଥିଲା ।ତେବେ ଖବର ପାଇ […]

ଆଜିର ରାଶିଫଳ

ଶନିବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୬ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ, ତିଥି- ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୫/୪୯/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/ ୨୩,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର, ନବମୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ,କଳମ ଶାଗ) ଭକ୍ଷଣ ନିଷେଧ। 🐏ମେଷ👉ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ […]

ଷ୍ଟ୍ରଙ୍ଗରୁମ ସାମ୍ନାରେ ଲାଠି ଚାର୍ଜ

ଭୁବନେଶ୍ୱର,୨୫/୩(ଏସ ଏସ ନିଉଜ) ଭୁବନେଶ୍ୱର ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ ସିଲ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବା ଅଭିଯୋଗ କରି ଲୋକମାନେ ତୁମୁଳକାଣ୍ଡ ଘଟାଇଛନ୍ତି।ଶହଶହ ଲୋକ ଏକାଠି ହୋଇ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ । ପୋଲିସ ଯେତେ ବୁଝାଇଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ନଶୁଣିବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ମାଡ କରିଥିଲେ । ଫଳରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୧୦ରୁ […]

ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଭଞ୍ଜନଗର, ୨୫/୩(ଏସଏସନିଉଜ) ଗୁଳି ଫୁଟିବାରୁ ଚାଲିଗଲା ଥାନା ଅଧିକାରୀଙ୍କ ଜୀବନ । ସିଏ ହେଉଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ । ଶୁକକ୍ରବାରଦିନ ଥାନା ପରିସରରେ ଥିବା ତାଙ୍କ କ୍ବାର୍ଟରରେ ଖାଇବାକୁ ଵସିଥିବା ଵେଳେ ବନ୍ଧୁକକୁ ଅଣ୍ଟାରେ ରଖିବାବେଳେ ହଠାତ ଗୁଳି ଫୁଟିଥିଲା ତାଙ୍କ ଅଣ୍ଟାରେ ବାଜିଥିଲା। ତାଙ୍କୁ ଚିକିସ୍‌ାପାଇଁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୪ ମାସ ପୂର୍ବେ ଏଠାକୁ ଦାୟିତ୍ୱରେ ଆସିଥିବାବେଳେ […]

ଆଜିର ରାଶିଫଳ

ଶୁକ୍ରବାର୨୦୨୨ ମସିହା ମାର୍ଚ୍ଚ ମାସ ୨୫ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ,ନକ୍ଷତ୍ର – ମୂଳା ,ବିଛା, ଧନୁ ଓ ମୀନ ରାଶି ର ଘାତବାର,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର,ଅଷ୍ଟମୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ, ଲାଉ ଭକ୍ଷଣ ନିଷେ। 🐏ମେଷ👉ଆଜି ବ୍ୟାପାର ରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | […]