Browsing yearly archive

2021

ଆଜିର ଅନୁଚିନ୍ତା

🦋ରକ୍ତ ର ସମ୍ପର୍କ ଅପେକ୍ଷା ହୃଦୟର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ।କାହିଁକି ଜାଣନ୍ତି ? ବେଳେ ବେଳେ ବୟସର ଅପରାହ୍ନରେ ରକ୍ତ ର ସମ୍ପର୍କ ଧୋକା ଦେଇଥାଏ କିନ୍ତୁ ହୃଦୟର ସମ୍ପର୍କ ମଲା ପର୍ଯ୍ୟନ୍ତ ସମ୍ପର୍କରେ ରହିଥାଏ । 🦋ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ । 🦋ଯେଉଁଠାରେ ଦୟା,ଧର୍ମ,ଲୋଭ ଆଉ କ୍ରୋଧ ରହିଛି ସେହିଠାରେ କ୍ରୋଧ ଆଉ ଲୋଭର ବିନାଶ କରିବାକୁ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ,ପକ୍ଷ- କୃଷ୍ଣ,ତିଥି- ଏକାଦଶୀ ଦିବା ଘ୦୧-୩୮ମି ଗତେ ଦ୍ବାଦଶୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି ରାତ୍ର ଘ ୦୭-୦୪ମିଗତେ ବୁଷ ମିଥୁନ ସିଂହ କନ୍ୟା ବିଛା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ମେଷ:ଦେହପିଡା,ବୃଷ: ମିତ୍ର ଳାଭ,ମିଥୁନ: ଗର୍ବଭାବ, କର୍କଟ: ଆଲୋଚନା, ସିଂହ: ବାଦବିବାଦ,କନ୍ୟା: ପରିଶ୍ରମ,ତୁଳା: […]

ନୁଆବର୍ଷରେ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୦/୧୨(ଏସଏସନିୟୁଜ) ନୁଆବର୍ଷରେ ନନ୍ଦନକାନନ ବନ୍ଦ ରହିବ ।ଆଉ ନୁଆବର୍ଷର ମଜ୍ଜା ଉଠାଇପାରିବେନାହିଁ ପର୍ଯ୍ୟଟକ । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ପାଇଁ ସବୁକିଛି ଫିକା ପଡିଯାଇଛି । ନୂଆ ବର୍ଷ ଉପଲକ୍ଷେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏହି ଭଳି ପଦକ୍ଷପ ନେଇଛି ନନ୍ଦନକାନନ ।କେବଳ ନୁଆବର୍ଷ ନୁହେଁ ତାହା ପୁର୍ବରୁ ଓ ପରେ ଦୁଇଦିନ ପ୍ରବଳ ଭୀଡ ନନ୍ଦନକାନନରେ ହୋଇଥାଏ ।ତେଣୁ ୩୦ ଡିସେମ୍ବରରୁ ଜାନୁୟାରୀ ୩ ତାରିଖ ଯାଏଁ ୫ ଦିନ ପାଇଁ ନନ୍ଦନକାନନ […]

ଚାଲିଗଲେ ସ୍ମୃତି…

ବାରଙ୍ଗ ,୨୮/୧୨(ଏସଏସନିୟୁଜ) ନା ଥିଲା ସ୍ମୃତିରଞନ ।ଡାକନାମ ଆଶୁତୋଷ ସହ ଭିକି ।ସମସ୍ତଙ୍କ ସହ ମିଶିଯାଉଥିଲା ।ଅଳ୍ପ କଥା ହେବା ସହ କାହା କଥାକୁ ଧରୁନଥିଲା ।ସମସ୍ତଙ୍କ ସହତାର ଭଲ ସର୍ମ୍ପକ ରହିଥିଲା ।ଶାରରିକ ଅସୁସ୍ଥତା ଯୋଗୁ ଚିକିସ୍‌।ଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା ।ଯାହା ସମସ୍ତଙ୍କୁମର୍ମାହତ କରିଥିଲା ।କମ ବୟସରେ ଯୁବ ବସ ମାଲିକ ଚାଲିଯାଇଥିବାରୁ ସମସ୍ତଙ୍କ ମନରେ ଦୁଃଖ ରହିଥିଲା । ଯୁବ ବସମାଲିକଙ୍କ ଦେହାନ୍ତର ଖବରପାଇ ମଙ୍ଗଳବାରଦିନ ତାଙ୍କର  ସ୍ମୃତିଚାରଣ ପାଇଁ […]

ଜାନୁଆରୀ ୩ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୮/୧୨(ଏସ ଏସ ନିଉଜ)ସାରା ରାଜ୍ୟରେ ଥିବା ପ୍ରାୟ ୨୭,୦୦୦ ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।ଏଥିପାଇଁ ନିର୍ଦ୍ଧାରିତ ଏସ୍‌ଓପି ବିଭାଗ ଦାରା ଜାରି କରାଯିବ ବୋଲି ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।  

ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ,୨୮/୧୨(ଏସ ଏସ ନିଉଜ)ଟିକେଟ୍ କାଉଣ୍ଟର ଅଚଳ ଯୋଗୁଁ ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ।ସେଠାରେ ଉପସ୍ଥିତ ଥିବା ସିକୁରୀଟି ଟିକେଟ୍ ନହେବାରୁ ସିକୁରୀଟିକୁ ଠେଲି ଶତାଧିକ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।ଯାହାଫଳରେ ଏକ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଜଣାପଡିଛି ।କରୋନା କଟକଣା ମଧ୍ୟରେ କୋଣାର୍କ ମନ୍ଦିର ଖୋଲିଥିବାବେଳେ ପ୍ରଶାସନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚି […]

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଈୁବନେଶ୍ୱର,୨୮/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ , କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]

ମା ହେଲା ରାଖି

ବାରଙ୍ଗ,୨୮/୧୨(ଏସଏସନିୟୁଜ)ପ୍ରଥମଥରପାଇଁ ମା ହୋଇଛି ରାଖି ।ଏକ ମାଇ ଶାବକକୁ ଜନ୍ମ ଦେଇନୁଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭେଟି ଦେଇଛି ରାଖି ।୧୦ବର୍ଷ ବୟସ୍କା ରାଖି ହେଉଛି ସିମ୍ପାଜି ପୁର୍ଣିମାର ଦ୍ୱତୀୟଗର୍ଭସ୍ଥ ସନ୍ତାନ । ।ଜୁଲୁସହ ରାଖିର ମିଳନ ଘଟି ପ୍ରଥମଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ରାଖି ।ଗତଜୁନମାସ ୨ତାରିଖ ରେ ରାଖିର ରକ୍ତ ପରିକ୍ଷା କରାଯାଇ ସେ ଗର୍ଭଧାରଣ କରିଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ ।ସେହିଦିନଠାରୁ ରାଖି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ନନ୍ଦନକାନନ […]

ପ୍ରତିଷ୍ଠା ଦିବସରେ ନାଁ ପାଇବେ ତିନି ବାଘ ଛୁଆ

ବାରଙ୍ଗ,୨୮/୧୨(ଏସଏସନିୟୁଜ)ଦିନକ ପରେ ୬୩ ବର୍ଷରେ ପାଦ ଥାପିବ ନନ୍ଦନକାନନ ପ୍ରାଣୀଉଦ୍ୟାନ।ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୯ରେ ପ୍ରତିଷ୍ଠା ଦିବସ କମ୍ ସଂଖ୍ୟକ କର୍ମଚାରୀ ଓ ପର୍ଯ୍ୟଟକ  ଙ୍କୁ ନେଇ ପାଳନ କରାଯିବ।ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି।ପଶୁପକ୍ଷୀ ଓ କର୍ମଚାରୀ,ଅଫିସର ଓ ପର୍ଯ୍ୟଟକଙ୍କ ମଧ୍ୟରେ ସମ୍ପର୍କକୁ ନିବିଡ କରିବା ପାଇଁ କର୍ତ୍ତୁପକ୍ଷ ଏକ ସଚେତନତା ସଭା ଆୟୋଜନ କରୁଛନ୍ତି ବୋଲି ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି।ଏହି ପ୍ରତିଷ୍ଠା ଦିବସରେ […]

ବିଶାଳ ଜନଗର୍ଜନ….

୧. ଟିକାକରଣ ସହ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ । ୨. ନୀତି ଆୟୋଗ ଜାରିକଲେ ଚତୁର୍ଥ ସ୍ୱାସ୍ଥ୍ୟ ସୂଚକାଙ୍କ; ସମସ୍ତ ରାଜ୍ୟମାନଙ୍କ ଭିତରେ କେରଳ ନମ୍ବର ୧ । ୩. ମିଶନାରୀଜ୍‌ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୪. ଭାରତ-ଚୀନ ସମସ୍ୟାର ବିଶେଷଜ୍ଞ ଓ ବେଜିଙ୍ଗର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା […]