ଶିକାରୀ ଫେରାର,ଜବତହେଲା ଶିକାର ସାମଗ୍ରୀ
ଭଞ୍ଜନଗର ୨/୭(ଏସ ଏସ ନିୟୁଜ) ଜଙ୍ଗଲରେ ବାରହା ଶିକାର ପାଇଁ କରିଥିଲେ ଯୋଜନା ।ଖବର ପାଇ ଚଙ୍ଘାଉକରିଥିଲା ବନବିଭାଗ ।କିନ୍ତୁ କୈାଶଳକ୍ରମେ ଶିକାରୀ ଫେରାର ହୋଇଯାଇଥିବାବେଳେ ଶିକାର ପାଇଁବ୍ୟବହୃତ ସାମଗ୍ରୀକୁ ଜବତ କରିଛି ବନବିଭାଗ ।ଏହିଭଳି ଘଟଣା ଭତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳର ତିଳିସିଙ୍ଗି ସେକସନର ବିଲିପଡା ବିଟିରେ ଥିବା ଗାଲେରୀ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି । ଜଙ୍ଗଲରେ ବାରହା ଶିକାର ହେଉଥିବାର ଖବରପାଇ ବନବିଭାଗ ଓ ବିଦ୍ୟୁତ୍ କର୍ମଚାରୀମାନେ ମିଳିତ ଭାବେ ଚଢାଉକରିଥିଲେ […]