Browsing daily archive

June 8, 2021

ବଜ୍ରାପାତରେ ୨ ମୃତ

ବଜ୍ରାପାତରେ ୨ ମୃତ

ବାଙ୍କୀ,୮/୬(ଏସ ଏସ ନିୟୁଜ)ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଚାଷୀ ମୃତବରଣ କରିଛନ୍ତି।ମୃତ ଚାଷୀ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ମିହିର ମହାପାତ୍ର,ବୟସ ୪୫ ବର୍ଷ।ଆଜି ଅପରାହ୍ନରେ ସେ ବିଲକୁ ଧାନ ବୁଣିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।ଫଳରେ ସେ ତଳେ ପଡ଼ିଯାଇଥିଲେ।ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭାବେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ […]

ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଓଡ଼ିଶାର୧୦ଟି ସିଏନଜି ଷ୍ଟେସନ ସମେତ ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରରେସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

କଟକ,୮/୬(ଏସ ଏସ ନିୟୁଜ) ଏନଏଚ୍ ରେ ଯାଉଥିବା ମାଛଗାଡିରୁ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଉଳିଆଗଞ୍ଜ ଥାନା ପେଲିସ ହାତରେ ଧରାପଡିଛନ୍ତି ୫ ଯୁବକ ।ସେମାନଙ୍କଠାରୁ ପୋଲିସ ଗୋଟିଏ ଦେଶି ରିଭଲଭର, ଗୋଟିଏ ଏୟାର ପିସ୍ତଲ, ଗୋଟିଏ ଫୋଲ୍ଡିଂ ଛୁରୀ,ଗୋଟିଏ ଲୁହା ବାଡ଼ି ,ଗୋଟିଏ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ତ-୪୪୬୨, ଗୋଟିଏ ଣବଜ୍ଞବଷବ ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ଇଝ-୬୨୧୪ , ଏକ ହୋଣ୍ଡା ସ୍କୁଟର ଯାହାର ନମ୍ବର ଙଊ-୦୫-ଇତ-୦୩୬୨ କୁ ଜବତ କରିବା […]

ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ୨୬ କୋଟି ୨୯ ଲକ୍ଷ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ  […]

ବାପା ସମ୍ନାରେ ପୁଅକୁ ହତ୍ୟା

ଭୁବନେଶ୍ୱର ,୮/୫(ଏସଏସନିୟୁଜ) ଷ୍ଟେସନ ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟ। ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ କେତେକ ଯୁବକ ଆସି ତାଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।.ଏହିଭଳିଘଟଣା ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ଘଟିଛି । ବାପା ରବିନ୍ଦ୍ରଙ୍କ ସାମ୍ନାରେ ପୁଅ କାର୍ତ୍ତିକ ସାହୁକୁ ଅତି […]

ନବବଧୂଙ୍କଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣୀ,୭/୬(ଏସଏସନିୟୁଜ) ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେଥିବା ଏକ ଭଡାଘରୁ ନବବିବାହିତା ବଧୂଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ (୨୦) ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ପରିବାରଲୋକଙ୍କ ଅନିଛାସତ୍ୱେ ଏହି ବିବାହ ହୋଇଥରବାରୁ ଉଭୟ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ ।ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ […]

ବିଧବା ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବାର ଜଣାପଡିଛି । କୌଶଳ କ୍ରମେ ପୀଡିତା ସେଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ବଡ଼ବିଲ ଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ଗୁରୁବାରଦିନ ବିଧବା ମହିଳାଜଣଙ୍କ ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ । ଗୁରୁଦ୍ୱାରା […]

ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍

ଓଡ଼ଗାଁ ,୭/୬(ଏସଏସନିୟୁଜ) ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍ । ଓଡ଼ଗାଁରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାକୁ ଦୃଷ୍ଟିରେ ରଖି ଅନେକ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।ଏହାସହିତ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ସାତପାଟିଆ ଗ୍ରାମକୁ ତହସିଲଦାର ବିଜୟୀତା ସାମନ୍ତସିଂହାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ତଦାରଖ କରିବା ସହ ବାହାର […]

ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’

୧-୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ । ୨-ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ […]

ଆଜିର ଅନୁଚିନ୍ତା

➡️କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁହୁଏତ ମୃତ୍ୟୁ ପୂର୍ବରୁ କ୍ଷମା ମାଗିବା ପାଇଁ ତାଙ୍କୁ ଆଉ ଖୋଜି ପାଇବ ନାହିଁ । ➡️ସୁନ୍ଦରତା କିମ୍ବା ମଧୁର କଥାରେ ସମ୍ପର୍କ ତିଷ୍ଠି ପାରେ ନାହିଁ,ସମ୍ପର୍କ ତିଷ୍ଠି ରହେ ସୁନ୍ଦର ହୃଦୟ ଆଉ ଅତୁଟ ବିଶ୍ବାସ ଦ୍ବାରା । ➡️ ନ ହରେଇବା ଯାଏ କେବେ ବି ଗୁରୁତ୍ୱ ବୁଝି ହୁଏ ନାହିଁ । ➡️କିଛି ମଣିଷର ଭାଗ୍ୟଟା ଏତେ ଖରାପ ଯେ ସେମାନେ ଅନ୍ତରରୁ ଯେତେ ଭଲ […]