ରଜରେ ଛୁଇଁବ ମୌସୁମୀ
ଭୁବନେଶ୍ୱର,୩/୬(ଏସ୍ଏସ୍ନିୟୁଜ) କେରଳରେ ଦୁଇଦିନ ବିଳମ୍ବରେ ମୌସୁମୀ ଛୁଇଁବାପରେ ଗତ ଦୁଇ ଦିନ ପାଇଁ ଏହାର ପ୍ରଭାବରେ ସେଠାରେ ବର୍ଷା ହୋଇଛି । ୧୦-୧୨ ଦିନବେଳକୁ ଅର୍ଥାତ ରଜ ସମୟରେ ଏହି ସୌସୁମୀ ବାୟୁ ଓଡ଼ିଶାରେ ପହଁଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ପହଞô୍ଚଥାଏ ମୌସୁମୀ । ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚଳିତ ଥର […]