୨୬ସନ୍ଧ୍ୟାରେ ଅତିକ୍ରମ କରିବ ବାତ୍ୟା
ଭୁବନେଶ୍ୱର,୨୩/୫(ଏସ ଏସ ନିୟୁଜ)ବାତ୍ୟା ୟଶ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା- ଆଜି ଘନିଭୂତ ହୋଇ ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ ।ଆଗାମୀ ୧୨ ଘଣ୍ଟା ପରେ ଅବପାତର ରୂପ ନେବା ସହ ୨୪ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ।୨୬ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ପହଞ୍ଚିବା ସମ୍ଭାବାନା ରହିିିଥିବା ବେଳେ ଅତି ତୀବ୍ର ସାମୁଦ୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା […]