ଜଟଣୀ ନଗରକଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକୀପତ୍ର
ଜଟଣୀ,୨୪/୫(ଏସ ଏସ ନିୟୁଜ)ରାଜ୍ୟ ସରକାର ମଦ ଉପରେ ଟିକସ ଛାଡ଼ କରି ଅନଲାଇନ ଦ୍ୱାରା ଫୋନ କଲ ଯୋଗେ ଆବଶ୍ୟକ ବ୍ୟକ୍ତି ଙ୍କର ମଦ ପଂହଁଚାଈବା ର ନିଷ୍ପତିକୁ ରାଜ୍ୟ କଂଗ୍ରେସ ବିରୋଧ କରିଛି। ଏହାସହ ପେଟ୍ରୋଲ.ଡିଜେଲ. ଡାଲି. ତେଲ ଇତ୍ୟାଦି ଜନ ସାଧାରଣ ମାନଙ୍କର ଚଳଣି ନିମନ୍ତେ ସାମଗ୍ରୀ ଉପରେ ଟିକସ ଛାଡ଼ କରିବା ପାଇଁ ଦାବି କରି ରାଜ୍ୟର ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସ୍ମାରକ ପତ୍ର କଂଗ୍ରେସ ଦଳ ତରଫରୁ ଦିଆଯାଇଛି […]