କରୋନା-ସଂକ୍ରାମଣ କମିଲା,ମୃତ୍ୟୁ ହାର ବଢିଲା
ଭୁବନେଶ୍ୱର.୨୭/୫(ଏସଏସନିୟୁଜ) କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇ ଆଜି ରାଜ୍ୟରେ ୬ ହଜାର ୭୩୬ରେ ପହଁଚିଛି ।ସେଥିମଧ୍ୟରେ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ୨୭୭୪ ଜଣ ବାହାରିଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହିଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୭୮୮ ,ଖୋର୍ଦ୍ଧାରୁ ୫୩୩ , ବରଗଡରୁ ୪୦୫ , କଟକରୁ ୩୬୨, ଯାଜପୁରରୁ ୩୭୪, ବୌଦ୍ଧରୁ ୨୬୨.କୋରାପୁଟରୁ ୨୧୯, ,ବାଲେଶ୍ୱରରୁ ୭୧ , ଭଦ୍ରକରୁ ୨୦୬ , ବଲାଙ୍ଗିରରୁ […]