ଜୁନ୍ ୧ରୁ ଅନଲାଇନ କ୍ଲାସ
ଭୁବନେଶ୍ୱର,୨୯/୫(ଏସଏସନିୟୁଜ) ମହାମାରୀ କରୋନା ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ କରିଦେଇଥିଲେ।ଏବେ ଜୁନ୍ ପହିଲାରୁ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଖୋଲିବ ।କିନ୍ତୁ ପିଲାମାନେ ଆସିବେନାହିଁ । ଅନଲାଇନ ରେ କ୍ଲାସ ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ପିଲାମାନେ କ୍ଲାସକୁ ଆସିବେ ନାହିଁ କେବଳ ଅନଲାଇନରେ କ୍ଲାସ ହେବ । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ […]