Browsing monthly archive

May 2021

ନନ୍ଦନକାନନର ପାଚେରି ଭାଙ୍ଗି ପସିଲା ମାକେନା

ନନ୍ଦନକାନନର ପାଚେରି ଭାଙ୍ଗି ପସିଲା ମାକେନା

ବାରଙ୍ଗ,୨/୫(ଏସଏସନିୟୁଜ)ପୁଣି ମାକେନାହାତୀର ଉପ୍ତାତ ନନ୍ଦନକାନନରେ ଦେଖିବାକୁ ମିଳିଛି ।ଦୀର୍ଘଦିନର ବ୍ୟବଧାନପରେ ଚନ୍ଦକାଜଙ୍ଗଲରୁ ମାକେନାହାତୀଟି ବାହାରି ନନ୍ଦନକାନନରେ ପଶିଥିବାର ସୁରକ୍ଷାଦାୟିତର୍ୱରେ ଥିବା କର୍ମଚାରୀମାନେ ରବିବାର ସକାଳେ ଜାଣିବାକୁ ପାଇଛନ୍ତି । ସୁରକ୍ଷା ପ୍ରାଚିରକୁ ଭାଙ୍ଗି ମାକେନାଟି ନନ୍ଦନକାନନ ପରିସର ବାଘସଫାରୀ ପଛପଟ ଜଙ୍ଗଲ ମଧ୍ୟରେ ରହିଛି ।ତେବେ ମାକେନା ଜୀବଜନ୍ତୁଥିବା ସ୍ଥାନ ଆଡକୁ ଅସିନଥିବାର ଜଣାପଡିଛି ।କର୍ମଚାରୀମାନେ ମାକେନାକୁ ଜଗି ରହିବା ସହ ସନ୍ଧ୍ୟାହେବାମାତ୍ରେ ତାକୁ ଚନ୍ଦକାଜଙ୍ଗଲକୁ ଫେରାଇନେବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

ସାମ୍ବାଦିକଙ୍କୁ ମିଳିଲା କରୋନା ଯୋଦ୍ଧା ମାନ୍ୟତା-ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକଙ୍କୁ ମିଳିଲା କରୋନା ଯୋଦ୍ଧା ମାନ୍ୟତା-ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨/୫(ଏସଏସନିୟୁଜ) କରୋନାରେ ମୃତ୍ୟୁବରଣ କଲେ ଏବେ ସାମ୍ବାଦିକମାନଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ରାଜ୍ୟରେ କରେନା ତାର କାୟା ବିସ୍ତାର କରିଚାଲୁଥିବାବେଳେ ସରକାର ସାରାରାଜ୍ୟକୁ ଲକଡାଉନ୍ ୧୪ ଦିନି ପାଇଁ ଘୋଷଣା କରିଛନ୍ତିା କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବରେ କରୋନା ସହ ଜଡିତ ସମସ୍ତ ନିୟମାବଳୀ ଓ ସଚେତନତା ସମ୍ପର୍କରେ ଲୋକ ମାନଙ୍କୁ ପ୍ରତି ସମୟରେ ଲୋକମାନଙ୍କ ପାଖରେ ସାମ୍ବାଦିକମାନେ ପହଁଚାଉଥିବାରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଆଜି […]

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ ଜାଣନ୍ତୁ

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର, ୨/୫(ଏସଏସନିୟୁଜ) ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ  ଲକଡାଉନ ଘୋଷଣା କରାଯାଇଛି ।ଏହିସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ, ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ସିନେମା ହଲ, ମଲ୍‌, ମାକେର୍ଟ କମ୍ପେ୍ଲକ୍ସ, ଜିମ୍ ବନ୍ଦ ରହିବ । ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସେଲୁନ୍ ପାର୍ଲର , ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ସେହିପରି […]

ଓଡିଶାରେ ମେ’ ୫ରୁ ଲକଡାଉନ୍‌

ଭୁବନେଶ୍ୱର,୨ /୫(ଏସଏସନିୟୁଜ) ମହାମାରୀ କରୋନା ଯେଉଁଭଳିଭାବେ ବଢିବଢିଚାଲିଚି ଏହାକୁ ନେଇ ରାଜ୍ୟରେ ଲାଗୁହୋଇଛି ଲକଡାଉନ୍‌ଚଳିତ ମଇ ମାସ ୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ […]

ପୁଣି ଆଜି ୮୦୧୫ ଜଣ କରୋନା ସଂକ୍ରମିତ ,୧୪ମୃତ

ଭୁବନେଶ୍ୱର,୨/୫(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୫୬୮ ଓ ଲୋକାଲରୁ ୩,୪୪୭ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨୭୫ ,ସୁନ୍ଦରଗଡ଼ରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨ ସମ୍ବଲପୁରରୁ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରୁ ୩୮୬ ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡ଼ାରୁ ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, […]

ଥରିଲା ଆସାମ

୧-ଆଜି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୨-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ । ୩–ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି । ୪-ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ […]

ଆଜିର ଅନୁଚିନ୍ତା

➡️” ଜୀବନ ” ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କିଛି କିଛି ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ ! ➡️”ପ୍ରାୟ ସମସ୍ତଙ୍କର ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢନ୍ତୁ ! ➡️”ଦୁନିଆରେ ଏମିତି କେହି ନାହିଁ ଯାହାର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଛି , କାହିଁକିନା ସୁଖ ତ ଭାଗ୍ୟର ଅଧୁନ […]

ଆଜିର ରାଶିଫଳ

ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ। ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ […]

ଲସି ପିଇ ୬୦ରୁ ଉର୍ଦ୍ଧ ଅସୁସ୍ଥ

ମାଲକାନଗିରି, ୧/୫ (ଏସଏସନିୟୁଜ) ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଲସି ପିଇ ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । କାଲଦା ପଞ୍ଚାୟତରେ ଏହି ଘଟଣା ଘଟିଥିବା ବେଲେ ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ । ଅଗ୍ନିଶମ ବିଭାଗ ଟିମ୍ ଖବର ପାଇ ୬୦ରୁ ଅଧିକ ଗୁରୁତରହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ନିମନ୍ତେ ପଡିଆ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବାର […]

ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ହୋଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୧/୫(ଏସଏସନିୟୁଜ) ମହାମାରୀ ମହାତାଣ୍ଡଵ ମଧ୍ୟରେ ମାଡ଼ିଆସୁଛି ଆଉ ଏକ ମହାବିପଦ।ସମୁନ୍ଦ୍ର ମଧ୍ୟରେ ଦାନା ବାନ୍ଧୁଛି ଆଉ ଏକ ବଡ ସାମୁନ୍ଦ୍ରିକ ଝଡ। ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ମଡେଲର ସୂଚନା ଅନୁଯାୟୀ ଚଳିତ ମେ ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ମେ ୧୦ କିମ୍ବା ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ। ମେ ୧୨ ତାରିଖ ବେଳକୁ ଏହା ଲଘୁଚାପ ଏବଂ ୧୩ ତାରିଖ ସୁଧା ଏହା ବାତ୍ୟାର […]