Browsing monthly archive

May 2021

କରୋନାପାଇଁ ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

କରୋନାପାଇଁ ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି,୩/୫(ଏସଏସନିୟୁଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବାର ଜଣାପଡିଛି ।ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେଥିନେଇ କୌଣସି ସୂଚନା ମିଳିନାଥିବାବେଳେ ଆଗାମୀ ୧୬ ତାରିଖରେ ପିପିଲିରେ ନିର୍ବାଚନ ହେବାକୁ ଥିଲା ।

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ମମତା

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ମମତା

ଭୁବନେଶ୍ୱର,୩/୫(ସତ୍ୟସନ୍ଧାନଡେସ୍କ) ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ମମତା ।ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ନନ୍ଦିଗ୍ରାମରୁ ହାରିଥିଲେ ମଧ୍ୟ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ନନ୍ଦିଗ୍ରାମ ଆସନରୁ ମମତା ଙ୍କୁ ପରାଜିତ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଜିତିଥିଲେ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି ।ତେବେ ଏକ ସରଳ ଶପଥ […]

ନା ତାମିଲନାଡୁ ନା କେରଳ ମିଳିଲା

ନା ତାମିଲନାଡୁ ନା କେରଳ ମିଳିଲା

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା । ୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ । ୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .। ୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । […]

ଆଜିର ଅନୁଚିନ୍ତା

➡️ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ୟାଗ ବଡ, ଧନ ଠାରୁ ମାନବିକତା ବଡ ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ! ➡️କଷ୍ଟ ସିଏ ନୁହେଁ ଯାହା ସହି ହୁଏନାହିଁ କଷ୍ଟ ତ ସିଏ ଯାହା କେବେ କାହାକୁ କହି ହୁଏନାହିଁ । ➡️ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ;ତା’ମାନେ ସେ କେବେ ଚେଷ୍ଟା ହିଁ […]

ଆଜିର ରାଶିଫଳ

ମଇ ମାସ ୦୩ ତାରିଖ ୨୦୨୧ ମସିହା(ସୋମବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ ,ମିଥୁନ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ପାର୍ବଣ ଶ୍ରାଦ୍ଧ,ତାଳ , ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ:-ଆଜି ଧନ ଓ କାର୍ଯ୍ୟହାନୀ […]

ପରକରି ଚାଲିଗଲେ ଶାନ୍ତିଲତା

ବାରଙ୍ଗ,୨/୫(ଏସଏସନିୟୁଜ)ଚାଲିଗଲେ ଶାନ୍ତିଲତା ।ବୟସ ଏତେଟା ହୋଇନଥିଲେ ମଧ୍ୟ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ । ପଟିଆଗଡର ପରିଡା ପରିବାରରୁ ରବିବାର ଦିନ ଆଉଜଣେ ନେଇଛନ୍ତି ବିଦାୟ ।ଏହି ଧର୍ମପ୍ରାଣ ମହିଳା ହେଉଛନ୍ତି ଶାନ୍ତିଲତା ପରିଡା(୫୨) ।ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁଖବର ମିଳିବାପରେ ଆମ୍‌ିୟସ୍ୱଜନମାନେ ପହଁଚି ଶେଷଦର୍ଶନ କରିଥିଲେ । ଗ୍ରାମଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ବଡପୁଅ ନବଘନ ମୁଖାଗ୍ନି ଦେଇଥିଲେ ।ସେ ଜଣେ ମେଳାପି,ଭଗବାନବିଶ୍ୱାସୀ ତଥା ପରୋପକାରୀ ଧର୍ମପ୍ରାଣ ମହିଳା […]

ଅସହାୟଙ୍କୁ ବାଂଟିଲେ ଖାଦ୍ୟ

ଆସ୍କା ,୨/୫(ଏସଏସନିୟୁଜ)ରବିବାରଦିନ ସବୁଆଡେ ନିରବତା ଖେଳିଯାଇଥିବାବେଳେ କିଛି ଯୁବକ ଘରୁ ବାହାରି ଆସ୍କାସହରର ବିଭିର୍ଣ ଗଳିକନ୍ଦିରେ ଘୁରି ବୁଲିଥିଲେ ।ଖୋଜିବୁଲିଥିଲେ କେଉଁଠି ଖାଇବାକୁ ନପାଇ ଉପାସରେ କିଏ ରହିଛି ।ସେହି ଅସହାୟମାନଙ୍କୁ ଖାଇବାକୁ ବାଂଟିଥିଲେ । ଭୋକିଲାଙ୍କ ମୁହଁରେ ଟିକିଏ ହସ ଦେଖିଥିଲେ । ଗିରିଜା ଯୁବକ ସଙ୍ଘ କର୍ମକର୍ତାମାନଙ୍କ ସହ ସଭାପତି ଙ୍କ ନେତୃତ୍ୱରେ ବରିଷ୍ଟ ଆଇନଜୀବୀ ଦେବକାନ୍ତ ଶର୍ମା , କାହ୍ନକ୍ଷ ନାୟକ, ସମାଜ ସେବୀ ଶ୍ରୀନିବାସ ଭଞ୍ଜ ଓ ଏ ବି ଭି […]

ଆଜି ଭୁବନେଶ୍ୱରରେ ୮୦୯ ପଜିଟିଭ୍

ଭୁବନେଶ୍ୱର,୨/୫(ଏସଏସନିୟୁଜ) ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୮୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୯୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୫୯୮ ଜଣ ସୁସ୍ଥ ହୋଇଥିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସଂକ୍‌ାମିତଙ୍କ ମଧ୍ୟରେ ଖଣ୍ଡଗିରି,ଚନ୍ଦ୍ରଶେଖରପୁର,ନୟାପଲ୍ଲୀ,ଲକ୍ଷ୍ମିସାଗର,ଜୟଦେବବିହାର,ଝାରପଡା,ବାପୁଜିନଗର,ଓଲ୍ଡ ଟାଉନ, ପଟିଆ,ଗାଡକଣ, ବିଜେପିନଗର, ନିଳାଦ୍ରିବିହାର, ନନ୍ଦନବିହାର ସହ ଅନ୍ୟ ଅଂଚଳ ରହିଛି ।

ଶେଷରେ ହାରିଲେ ଦିଦି, ଜିତିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ୨ /୫ (ଏସଏସନିୟୁଜ) ଶେଷରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତାକୁ ହାରିବାକୁ ପଡିଛି ।ମମତା ହାରିବା ସହ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୬୨୨ ଭୋଟରେ ବିଜୟୀ ହୋଇଛନ୍ତି ।ଶେଷମୁହୁର୍ତରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରାଜୟ ସ୍ୱିକାର କରିବାକୁ ପଡିଛି ।ଏହି ଆସନପାଇଁ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।  

ଗଛମୁଳରୁ ମିଳିଲା ନବଜାତ ଶିଶୁ ପୁତ୍ର

ବାରଙ୍ଗ,୨/୫(ଏସଏସନିୟୁଜ) ଗଛମୁଳରୁ ମିଳିଛି ନବଜାତଶିଶୁପତ୍ର ।ଶିଶୁପତ୍ରର ନାହି ଲାଗିଛି ।ଏକ ଶାଢିଉପରେ ଶୋଇଛି ପିଲାଟି ।କିନ୍ତୁ ତାର ମୁହଁ,ହାତ,କାନ ରକ୍ତାତ ହୋଇଯାଇଛି ।କିନ୍ତୁ ବଂଚିଛି ।ଏହିଭଳି ଘଟଣା ରବିବାର ସକାଳେ ରାଜଧାନୀ ଉପକଣ୍ଠ କଳାରାହଙ୍ଗଗ୍ରାମମୁଣ୍ଡ ରେ ଦେଖିବାକୁ ମିଳିଛି ।ପୋଲିସ ଆସି ପିଲାଟିକୁ ଉଦ୍ଧାର କରି ଚିକିସ୍‌ା ପାଇଁ ପଠାଇଛି ।କଳାରାହଙ୍ଗ ଗ୍ରାମମୁଣ୍ଡ ବଡପାଖେରୀକୁ ରବିବାର ସକାଳେ କିଚି ଯୁବକ ଶୈାଚ ପାଇ ଯାଇଥିବାବେଳେ ପିଲାଟିର କାନ୍ଦ ଶୁଣିଥିଲେ ।ଏହାପରେ ହୁଡାପାଖରେ ନିର୍ମାଣଧିନ ଆପାଟମେଟ ପଛପଟେଥିବା ଏକ […]