Browsing monthly archive

May 2021

ସିଂହକୁ କରୋନା

ଭୁବନେଶ୍ୱର୪/୫(ଏସଏସନିୟୁଜ) । ମଣିଷ ପରେ ଏବେ ସିଂହକୁ ହୋଇଛି କରୋନା । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ ଟି ସିଂହ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି ।ଏହାପରେ କର୍ମଚାରୀମାନଙ୍କର କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାିବାସହ ୨ ଦିନ ପାଇଁ ନେହେରୁ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଥିବାର ଜଣାପଡିଛି ।

ଲକଡାଉନରେ ଘରକୁ ଯିବ ପୋଲିସ ଆଣିବ ଏତଲା

ଭୁବନେଶ୍ୱର ୪/୫ (ଏସଏସନିୟୁଜ) ଲକଡାଉନ ବେଳେ ଲାକେମାନଙ୍କ ସୁବିଧା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣକରାଯାଇଛି । ଲକଡାଉନ ସମୟରେ ଲୋକେ ଥାନାକୁ ନଆସି ଅଭିଯୋଗ ଥିଲେ ଫୋନରେ ଜଣାଇପାରିବେ । କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବରକୁ ଫୋନ୍ କରି ଜଣାଇପାରିବେ । ସବିଶେଷ ତଥ୍ୟ ଜାଣିସାରିବାପରେ ପୋଲିସ ଅଭିଯୋଗକାରୀଙ୍କ ଘରେପହଞ୍ଚି ଏତଲା ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । […]

କାଲିଠାରୁ ଗ୍ରୀଷ୍ମଛୁଟି ଘୋଷଣା କଲା ଉଚ୍ଚଶିକ୍ଷାବିଭାଗ

ଭୁବନେଶ୍ୱର, ୪/୫ (ଏସଏସନିୟୁଜ) ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମଛୁଟି ହେବ ।ଏଥିନେଇ ରାଜ୍ୟ ଉଚ୍ଚଶିକ୍ଷା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସପାଲ ଓ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ମାନଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି । ଗ୍ରୀଷ୍ମଛୁଟିି ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରହିବ । ଆସନ୍ତାକାଲି ୫ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି […]

୫ରୁ ମା’ ସମଲେଶ୍ୱରୀଙ୍କ ପୀଠ ବନ୍ଦ

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଲକଡାଉନକୁ ଓ କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ମା’ ସମଲେଶ୍ୱରୀଙ୍କ ପୀଠ କୁ ମେ୫ରୁ ୧୯ ତାରିଖ ଯାଏଁ ବନ୍ଦ ରଖିଛି ମନ୍ଦିରଟ୍ରଷ୍ଟ । ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ମା ଙ୍କ ଦର୍ଶନ କରିପାରିବେନାହିଁ ।ମନ୍ଦିର ରେ କେବଳ ମାଙ୍କ ନୀତିକାନ୍ତି କରାଯିବ ।ପୁର୍ବରୁ କୋଭିଡକଟକଣାରେ ଭକ୍ତମାନେ ମାଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ।  

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ମେସେଜ

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ଏମରଜେନ୍ସି ନମ୍ବର ‘୧୧୨’ କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି ।ଏହାପରେ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଏହି ମେସେଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନ ମଧ୍ୟରେ ଜୀବନରୁ ମାରି ଦିଆଯିବ। […]

୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ

ଭୁବନେଶ୍ୱର,୪/୫(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସଙ୍ଗରୋଧରୁ ୪୬୮୬ ଓ ସ୍ଥାନୀୟ ସଂକ୍ରମିତ ୩୫୩୨ ଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୧, ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫ ପଜିଟିଭ୍ ବାହାରିଛନ୍ତି । ସେହିପରି ଯାଜପୁରରୁ ୩୪୭, […]

ଆଇପିଏଲ ଉପରେ କରୋନା କଳାବାଦଲ

୧-ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ :  ଏମ୍ସ ନିର୍ଦ୍ଦେଶକ । ୨– ଲକ୍‌ଡାଉନ୍ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି । ୩-ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼ ୪-ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି । ୫-ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର […]

ଆଜିର ଅନୁଚିନ୍ତା

➡️ମାନବ ସେବା ହିଁ ମାଧବ ସେବା ମାନବଙ୍କୁ ସେବା କରି ମାଧବଙ୍କୁ ପାଇବା, ମାଧବ ଆମର ନିଜ ବାପା ମାଆ ମନ୍ଦିରକୁ କିଆଁ ଧାଇଁବା ! ➡️ଆଶା ହିଁ ସବୁବେଳେ ଦୁଃଖର କାରଣ ପାଲଟିଥାଏ, ସେ ଆଶା ଟଙ୍କା ପାଇଁ ହେଉ କିମ୍ବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଁ ହେଉ। ➡️ ନିରବତା ଠାରୁ ଉତ୍ତର ଆଉ କିଛି ବି ନାହିଁ, ଆଉ କ୍ଷମା କରିବାଠୁ ଦଣ୍ଡ ଆଉ କିଛି ବି ନାହିଁ । ➡️ଜୀବନର […]

ଆଜିର ରାଶିଫଳ

ମେଷ:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, […]

ଫେସ୍‌ବୁକ ସାଙ୍ଗ ଲୁଟିଲେ କ୍ୟାମେରା ,ମିଳିଲା ୨୦ଚୋରା ମୋବାଇଲ

ଚନ୍ଦକା,୩/୫(ଏସଏସନିୟୁଜ) ଆରମ୍ଭ ହୋଇଥିଲା ଫେସବୁକରୁ ସାଙ୍ଗ ।ତାପରେ ବଢିଥିଲା ଭାବ ।ଏହାପରେ ଏକାଠିହୋଇ ମଜ୍ଜା ଉଠାଇବାକୁ ନିଷ୍ପତି ନେଲେ ।ଦିନଧାର୍ଯ୍ୟ ହୋଇ ମାର୍ଚ୍ଚ୨୧ତାରିଖରେ ଚନ୍ଦକାଥାନା ଅର୍ନ୍ତଗତ ଝୁମକାଠାରେ ଏକାଠିହୋଇଥିଲେ ଚାରିସାଙ୍ଗ ।ଫଟୋ ଉଠାଇ ବେଶ ମଜ୍ଜା ନେବାବେଳେ କୈାଶଲକ୍ରମେ ଡିଏସଏଲଆର କ୍ୟାମେରା ନେଇ ଫେସବୁକ ସାଙ୍ଗ ଫେରାର ହୋଇଯାଇଥିବା ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ମୋବାଇଲଟ୍ରେସ କରି ଫେସବୁକସାଙ୍ଗକୁ ରବିବାରରାତିରେ ଧରିବାବେଳେ ଗଲେ ମୋବାଇଲଚୋରଗ୍ୟାଙ୍ଗରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲା ।ରାଜଧାନୀର ଏକ ବସ୍ତୀରୁ ଜଣେ […]