Browsing monthly archive

May 2021

ଘରେବସି ମିଳିବ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଘରେବସି ମିଳିବ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର, ୫/୫(ଏସଏସନିୟୁଜ) ଲକଡାଉନରେ ରାଜଧାନୀବାସୀଙ୍କ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ପାଈଁ ଆଉ ଥାନାକୁ ନଯାଇ ଘରେବସି ମିଳିପାରିବ ଅନୁମତି ।୧୦୦ କିମ୍ବା ୮୧୪୪୨୦୭୧୦୦ ରେ ଫୋନ କରିବାକୁ ପଡ଼ିବ ।ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ପଠାଯିବ ଏକ ଫର୍ମାଟ ।ଏହାକୁ ପୁରଣ କରି ପୋଲିସ ପାଖକୁ ପଠାଇବାପରେ କମିଶନରେଟ ପୋଲିସ ପକ୍ଷରୁ ଅନୁମତି ପତ୍ର ମିଳିବାନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ମୋଟୁ ସୀମାରେ ହାଇ ଆଲର୍ଟ

ମୋଟୁ ସୀମାରେ ହାଇ ଆଲର୍ଟ

ମାଲକାନଗିରି ,୫/୫(ଏସଏସନିୟୁଜ) ଏବେ ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ ।ଫଳରେ ମାଲକାନଗିରି ଜିଲ୍ଲା ପ୍ରଶାସନ ମୋଟୁ ସୀମାରେ ହାଇ ଆଲର୍ଟ ଜାରିଛନ୍ତି ।ଏହାସହ ସମସ୍ତ ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି ମିଳିବା ସହ ପଜିଟିଭ ଚିହ୍ନଟ ହେଲେ ୧୪ ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେ ବାଧ୍ୟତାମୁଳକ ରଖାଯାଉଛି ।ଆଜି ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟ ମୋଟୁ ସୀମାରେ ପହଁଚି ଯାଂଚ ବ୍ୟବସ୍ଥାକୁ ଆହୁରି କଡକଡି କରାଯାଇଛି ।

ସ୍ଥଗିତ ରହିଲା ସଚ୍ଚିବାଳୟ ଘେରାଉ- ସୁରେଶ କୁମାର ରାଉତରାୟ

ସ୍ଥଗିତ ରହିଲା ସଚ୍ଚିବାଳୟ ଘେରାଉ- ସୁରେଶ କୁମାର ରାଉତରାୟ

ଭୁବନେଶ୍ଵର ,୫/୫(ଏସଏସନିୟୁଜ) ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁନେଇ ମଇ ୧ ୯ରେ ସଚ୍ଚିବାଳୟ ଘେରାଉ କରିବାକୁ ହୋଇଥିବା କାର୍ଯ୍ୟକ୍ରମକୁ ସାମୟିକଭାବେ ସ୍ଥଗିତ ରହିଛି ବୋଲି କହିଛନ୍ତି କଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ବିଧାୟକ ରାଉତରାୟ କହିଲେ ଯେ, ବର୍ତ୍ତମାନର ଉତ୍କଟ କରୋନା ମହାମାରୀ ପରିସ୍ଥିତି ଓ ଲକଡ଼ାଉନକୁ ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ ପଦ।ଧୁକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ ସାମୟିକ ଭାବେ […]

ରାଜଧାନୀରୁ ଧରାପଡ଼ିଲେ  କଟୁରୀ ଗ୍ୟାଙ୍ଗ୍

ଭୁବନେଶ୍ୱର ,୫/୫(ଏସଏସନିୟୁଜ) କମିଶନରେଟ ପୋଲିସ ହାତରେ ଧରାପଡିଲା କଟୁରୀଗ୍ୟାଙ୍ଗ ।ଏହି ଅପରାଧିମାନେ ହେଲେ ବାଢଣି ବିହାର ଆଖଣ୍ଡଳମଣି ବସ୍ତିରେ ରହୁଥିବା ଗଣେଶ ପୁଟି, ଶଙ୍କର ଦାସ ,ମହାକାଲାପଡାର ଜଗା ଓରଫ ଜଗବନ୍ଧ ସ୍ୱାଇଁ,ଭିଙ୍ଗାରପୁରଶାସନର ସୁଶାନ୍ତ ଗୁରୁ ଏବଂ ସୁଧାମ ନାୟକ ।ଗତ୪ମାସଧରି ଏମାନେ ଦ୍ୱୈତନଗରୀରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଓ ଏକୁଟିଆ ଲୋକଙ୍କୁ ଏମାନେ ଟାର୍ଗେଟ କରି ଛିନତାଇ ଓ ରାହାଜାନି କରୁଥିଲେ। ପଲସରରେ ଆସି କଟୁରୀରେ ଲୋକମାନଙ୍କୁ ଆକ୍ରମଣ କରି ଅଳଙ୍କାର ଓ ଟଙ୍କା ଛଡ଼ାଇ […]

ଏସଟିଏଫ୍ ହାତରେ ଧରାପଡିଲା ଆନ୍ତ ରାଜ୍ୟ ରାକେଟ

ଭୁବନେଶ୍ବର,୫/୫ (ଏସଏସନିୟୁଜ) ଏସଟିଏଫ୍ ହାତରେ ଧରାପଡିଛନ୍ତି ଦୁଇ ଆନ୍ତ ରାଜ୍ୟ ରାକେଟକୁ ଠାବ କରି ଦୁଇ ଅପରାଧୀଙ୍କୁ ଗିରଫ କରିଛି ସେମାନେ ହେଲେ ବିହାରର ରବିନ୍ଦ୍ରପ୍ରସାଦ ମୁଙ୍ଗର ଓ ବାଲେଶ୍ୱର ଶ୍ରୀକୃଷ୍ନପୁରର ବିଶ୍ୱନାଥବିଶୋଇ । ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରିହେବାର ବିଶେଷସୁତ୍ରୁଖବରପାଇ ଏସଟିଏଫ ରଏକ ଟିମ୍ ଭଦ୍ରକର ରଣିତାଲ ନିକଟରେ ସେମାନଙ୍କୁ ଗିରଫ କରିଥିଲା ।ସେମାନଙ୍କଠାରୁ ୫ଟି ସ୍ୱୟଂଚାଳିତ ପିସ୍ତଲ, ୭ ଟି ମ୍ୟାଗେଜିନ ଏବଂ ୭ଟି ଜିବନ୍ତଗୁଳି ନମ୍ବର ଜବତକରି ୧୯/ ୨୧କେଶନଂରେ ଏକ ମକଦ୍ଦମା ରୁଜୁକରି […]

ଆଜି ୯, ୮୮୯ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ବର,୫/୫ (ଏସଏସନିୟୁଜ)  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ୯,୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କମଧ୍ୟରୁ ୫୬୧୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୨୭୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାସବୁଠାରୁ।।ଗରେ ରହି ସଂକ୍ରାମିତଙ୍କ ସଂଖ୍ୟା ୧୩୩୧ରେ ରହିଛି ।ସେହିଭଳିଭାବେ ସୁନ୍ଦରଗଡ଼-୧୧୩୭, କଟକ-୭୯୦, କେନ୍ଦୁଝରରୁ ୧୯୫, ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଦେବଗଡରୁ ୭୫, ଅନୁଗୁଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡାରୁ ୩୮୬, ସୁବର୍ଣ୍ଣପୁରରୁ ୧୫୮, […]

କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍

୧-କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା । ୨-କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ ୩-ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ । ୪-ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ । ୫–ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ […]

ଆଜିର ଅନୁଚିନ୍ତା

➡️ନଇଁବା ଅର୍ଥ ନୁହେଁ ଯେ ଆପଣ ନିଜର ସମ୍ମାନ ହରାଇଦେଲେ, କାହିଁକି କି ନା ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ନଇଁ ବାକୁ ହିଁ ପଡିଥାଏ । ➡️ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ । ➡️”ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି ସେଥିପାଇଁ ତ […]

ଆଜିର ରାଶିଫଳ

ମଇ ମାସ ୦୫ ତାରିଖ ୨୦୨୧ ମସିହା(ବୁଧବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ନବମୀ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ଦଶମୀ ପାର୍ବଣ ଶ୍ରାଦ୍ଧ,ଲାଉ କଳମଶ।ଗ ଭକ୍ଷଣ ନିଷେଧ। ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ […]

ଚୋରା ଶାଗୁଆନ କାଠ ଜବତ, ୨ଗିରଫ

ବାରଙ୍ଗ,୪/୫(ଏସଏସନିୟୁଜ)ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରି ଏକ କାଠ ବୋଝେଇ ଗାଡ଼ି ସମେତ ୨ ଜଣଙ୍କୁ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛି।ସୂଚନାନୁସାରେ ମଙ୍ଗଳବାର ସକାଳେ ବାଙ୍କୀ ଭଗିପୁର ଗ୍ରାମରୁ ବାରଙ୍ଗ ବ୍ରାହ୍ମଣୀ ଗାଁ କୁ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରିଥିଲା।ଚଢାଉ କରି ୧୦ କ୍ଵିଣ୍ଟାଲ ଶାଗୁଆନ […]