Browsing daily archive

April 21, 2021

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ।ତିନି ବରିଷ୍ଠ ଓଏଏସ୍ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ୧୧ ପ୍ରଶାସନିକ ଅଧିକାରୀ( ଓଏଏସ୍‌)ଙ୍କ ସ୍ତରରେ ଅଦଳବଦଳ ହୋଇଛି । ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ତିନି ବରିଷ୍ଠ ଓଏଏସ୍‌ମାନେ ହେଉଛନ୍ତି କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ ଓ ବିଧୂଭୂଷଣ ମିଶ୍ର […]

ପୁଣି ୪ହଜାର ୭୬୧ ଆକ୍ରାନ୍ତ

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ୪ହଜାର ୭୬୧ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୨୦ ,ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୩୨୨.ଝାରସୁଗୁଡ଼ାରୁ ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ୱପୁର ୧୮୩, […]

ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ। ୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି। ୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା। ୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି […]

ଆଜିର ଅନୁଚିନ୍ତା

➡️”ଗାଈ ଯାହା ଖାଇଲେ ମଧ୍ୟ କ୍ଷୀର ଦେଇଥାଏ । କ୍ଷୀରରୁ ଅନେକ ସୁମିଷ୍ଟ ଖାଦ୍ୟ, ମିଷ୍ଟାନ୍ନ ତିଆରି ହୋଇଥାଏ । ଜ୍ଞାନୀ ବିଦ୍ବାନ ଯାହା କରନ୍ତୁ ସେଥିପ୍ରତି ଧ୍ୟାନ ନଦେଇ ତାଙ୍କର ଜ୍ଞାନଗାରିମାକୁ ବିଚାର କରିବା ଆବଶ୍ୟକ !! ➡️”ମଣିଷ ଯେଉଁମାନଙ୍କ ସହିତ ରହିବ ତା ଉପରେ ସେଇମାନଙ୍କର ପ୍ରଭାବ ପଡିବ । ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇ ପାରେ ଠିକ୍ ସେଇପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୧ ତାରିଖ ୨୦୨୧ ମସିହା(ବୁଧବାର)ଚୈତ୍ର ମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ନକ୍ଷତ୍ର- ପୂଷ୍ୟା, କର୍କଟ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲ।ଉ ଭକ୍ଷଣ ନିଷେଧ । ପବିତ୍ର ଶ୍ରୀରାମନବମୀ । ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। […]