Browsing daily archive

April 19, 2021

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୪(ସତ୍ୟସନ୍ଧାନ ଡେସ୍କ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି ।ସଂକ୍ରାମିତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି ।

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୧୯/୪(ସତ୍ୟସନ୍ଧାନ ଡେସ୍କ) ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି କରୋନା ଟିକା ଦିଆଯିବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କରିଥିବା ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ସଂକଟ ନେଇ ବରିଷ୍ଠ ଅଧିକାରୀଙ୍କ ଓ ଦେଶର ବଡ ବଡ ଡାକ୍ତର ବିଶେଷଜ୍ଞ ଓ ବଡ ଫାର୍ମା କମ୍ପାନୀମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା କରିଥିଲେ । ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକଟମୟ […]

ବିନାଭକ୍ତରେ ହେବ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ମଙ୍ଗବାର ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ।ଏଥର କରୋନାପାଇଁ ବିନାଭକ୍ତରେ ଚାଲିବ ରଥ । ରଥଦାଣ୍ଡ ହେବ ଭକ୍ତଶୂନ୍ୟ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ ।ଏହାସହ ସାଧାରଣ ଭକ୍ତଙ୍କ ପାଇଁ କଟକଣା ଜାରି କରିଛି କମିସିନେରେଟ ପୋଲିସ । ଯାନବାହାନର ନିୟନ୍ତ୍ରିତ ପାଇଁ ଓ ସାଧାରଣ ଲୋକଙ୍କ ସୁବିଦା ଦୃଷ୍ଟିରୁ ମାଉସୀ ମା’ ଛକଠାରୁ ରଥ ରୋଡରେ ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ରଥ ରୋଡ […]

ଶନିବାର ଓ ରବିବାର ହେବ ସଟଡାଉନ

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ଦିନକୁଦିନ କରୋନା ସଂକ୍ରାମଣ ଉପରମୁହାଁ ହୋଇ ସକ୍ରାମଣଙ୍କ ସଂଖ୍ୟା ବଡୁଥିବାବେଲେ ଏହାକୁ ମୁକାବିଲା କରିବାପାଇଁ ରାଜ୍ୟସରକାର ଶନିବାର ଓ ରବିବାର ସଟଡାଉନ୍ ନେଇ ଘୋଷଣା କରିଛନ୍ତିା ରାଜ୍ୟର ସମସ୍ତଜିଲ୍ଲାର ସହରାଂଚଳରେ ଏହି ନିୟମ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟବୃଦ୍ଧିପାଇ ଦୈନିକ ୪ହାଜରେ ଅତିକ୍ରାନ୍ତ କରିଥିବାବେଲେ ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ […]