Browsing daily archive

April 11, 2021

ହାଇଦର ଫେରାର ଘଟଣା- ୬ ପୋଲିସ କର୍ମଚାରୀ ହେଲେ ନିଲମ୍ବିତ

କଟକ,୧୧/୪(ଏସ୍‌ଏସ୍‌ନିୟଜ)ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ୬ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।ସେମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ ଡି ମୌସୁମ, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ।ତେବେ ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ଫେରାର ଘଟଣାକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।ସୀମାନ୍ତବର୍ତ୍ତୀ ଅଞ୍ଚଳ ସହ ପ୍ରମୁଖ ସଡ଼କ […]

୧୬ରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ୧୭ଦଫାଦାବୀନେଇ ୧୬ତାରିଖରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ ।ଦେଇଥିଲେ ୧୭ଦଫା ସମ୍ଭଳିତ ଦାବୀପତ୍ର,କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ମ୍ୟାନେଜମେଂଟ ଗ୍ରହଣ ନକରିଥିବାରୁ ଟିପିସିଓଡିଏଲ କାର୍ଯ୍ୟାଳୟଠାରେ ଯୋନର କର୍ମଚାରୀମାନେ ୧୦ରୁ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଜି ରାଜ୍ୟ ବିଦ୍ୟୁତଶ୍ରମିକ କର୍ମଚାରୀସଂଘର ଜରୁରୀକାଳିନ ବୈଠକ ମୁଖ୍ୟକାର୍ଯ୍ୟାଳୟ ପାୱାରହାଉସକଲୋନୀଠାରେ ଅନୁଷ୍ଟିତ ହୋଇଯାଇଛି ।ସଂଘର ସଭାପତି ପ୍ରଶାନ୍ତକୁମାରମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସମ୍ପାଦକ ଅକ୍ଷୟକୁମାର ତ୍ରିପାଠୀଙ୍କ ସମେତକେନ୍ଦ୍ରିୟକର୍ମକର୍ତା ଓ ୫ଟି ସର୍କଲ ସହ ୧୬ଟି ଡିଭିିଜନର ର […]

ଆସିକା ଚିନି କଳ ଆଗରେ ବସିଲେ ଶ୍ରମିକ

ଆସିକା ୧୧/୪(ଏସଏସନିୟୁଜ) ଅ।ସିକା ଚିନି କଳରେ ବଢିଲା ଶ୍ରମିକ ଅଶାନ୍ତି ଦେଖାଦେଇଛି ।ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମାରୁ ଇପିଏଫ ଟଙ୍କା କାଟିବା ଦାବିନେଇ ଶତାଧିକ ଶ୍ରମିକ ମାନେ ଆଜି ଦିନ ତମାମ ଚିନିକଳ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି । କର୍ତ୍ତୃପକ୍ଷ ଓ ଶ୍ରମିକ ମଧ୍ୟରେ ହୋଇଥିବା ।ାଲୋଚନାରେ କୈାଣସି ସୁଫଳ ମିଳିପାରିନଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଢେଲା ମାଡ଼ାହୋଇ କର୍ତ୍ତୃପକ୍ଷଙ୍କ ଗାଡି ଭାଙ୍ଗିଥିବାର ଜଣାପଡିଛି ।ପୋଲିସ ଖବରପାଇ ଆସି ପରିସ୍ଥିତିକୁ ନିୟନ୍ତ୍ରଣ […]

ପୁଣି ବଢିଲା- ଦିନକରେ ୧୩୭୯ ପଜିଟିଭ୍

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୫୭୧ ରହିଛି।ଏମାନଙ୍କ ମଧ୍ୟରେ ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧, ବରଗଡ଼ରୁ ୬୮, କଟକରୁ ୫୬, ବଲାଙ୍ଗୀର ୫୪, ମୟୁରଭଞ୍ଜରୁ ୪୯, ପୁରୀରୁ ୪୩ ଏବଂ ଝାରସୁଗୁଡ଼ାରୁ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ […]

ଆଜିର ଅନୁଚିନ୍ତା

?କିଛି ସମ୍ପର୍କ ବଡ଼ ଅଜବ ପ୍ରକାର ଥାଏ ନା\’ ତାକୁ ପାଇ ହୁଏ ନା\’ ତାକୁ ଛାଡି ହୁଏ ! ପାଇବାକୁ ହଜାରେ ଇଛା ଥାଏ କିନ୍ତୁ ପରିସ୍ଥିତି ତାହା କରାଇ ଦିଏ ନାହିଁ ! ?ସବୁ ସମୟରେ ପ୍ରାର୍ଥନା କର ଦୁନିଆର ସକଳ ଧର୍ମ ଗ୍ରନ୍ଥ ପାଠ କର ଏବଂ ଯେତେ ସବୁ ଦେବ-ଦେବୀ ଅଛନ୍ତି ପୂଜା କର.. କିନ୍ତୁ ଯେ ପର‌୍ୟ୍ୟନ୍ତ ତୁମେ ନିଜ ( ଆତ୍ମା )କୁ ଠିକ ରୂପେ ହୃଦୟଙ୍ଗମ ନ\’କରିଛ, […]

ତାତିଲେ ଛାତ୍ରଛାତ୍ରୀ

୧-IPL-2021 -ଗର୍ଜିଲା ପୃଥ୍ଵୀ ଓ ଧାଓ୍ଵନଙ୍କ ବ୍ୟାଟ୍, ଗୁରୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ଧୂଳି ଚଟାଇଲା ଶିଷ୍ୟ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ୨-ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି।  । ୩-ରାଜ୍ୟରେ ବିସ୍ଫୋରକ ହେଉଛି ‌ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌ରେ ଖୋର୍ଧା ଓ ସୁନ୍ଦରଗଡ଼ । ୪-ସୁନ୍ଦରଗଡ଼ ଜିଲ୍ଲାରେ “ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ – ଭିଡିଓ କନଫରେନ୍ସିଂ ଜରିଆରେ […]

ଆଜିର ରାଶିଫଳ

ମେଷ:-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ବୃଷ:-ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ […]