Browsing daily archive

April 8, 2021

ଅନ୍ୟ ରାଜ୍ୟରୁ ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୮/୪(ଏସଏସନିୟୁଜ)କରୋନାର ଦ୍ୱତୀୟ ଲହରି ପାଇଁ ନିୟମକୁ ପୁଣି କଡାକଡି କରିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ ଆରଟି-ପିସିଆର୍ ୭୨ ଘଂଟା ଭିତରେ ହୋଇଥିବା ଟେଷ୍ଟ ରିପୋର୍ଟ ଦେବାକୁ ପଡିବ । ନଚେତ୍ ପ୍ରବାସୀଙ୍କୁ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବାକୁ ପଡିବ ବୋଲି ଏସଆରସିଙ୍କ ତରଫରୁ ନିର୍ଦ୍ଦେଶନାମା ଦିଆଯାଇଛି । ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ଓଡିଶା-ଛତିଶଗଡ ମଧ୍ୟରେ ଯାତାୟାତ […]

ଫିକା ପଡିଗଲା ସାଗର ସ୍ନାନ

ସାକ୍ଷୀଗୋପାଳ ୮/୪(ଏସଏସନିୟୁଜ) ଫିକା ପଡିଲା ବାରୁଣୀ ବୁଡ ତଥା ସାଗରସ୍ନାନ ଯାତ୍ରା । କରୋନା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସାଗରସ୍ନାନ ମେଳଣ ପଡିଆ ବା ବାରୁଣୀ ବୁଡ ସ୍ଥଳରେ ୧୪୪ ଧାରା ଜାରି କିରିବା ସହ ଲୋକ ମାନଙ୍କୁ ଗହଳି ନ କରିବା ପାଇଁ ବାରଣ କରାଯାଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପୁଣ୍ୟତୋୟା ଭାର୍ଗବୀ ନଦୀର ବଳପୁର, ସୁଆଣ୍ଡୋ ସ୍ଥିତ ଭୃଗ ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବା ସହ ଓଦା […]

ଡେଲାଙ୍ଗରେ ପୁଲିସର ପ୍ଳାର୍ଗ ମାର୍ଚ୍ଚ

ଡେଲାଙ୍ଗ୮/୪(ଏସଏସନିୟୁଜ)ଆଉ ଦିନ କେଇଟା ପରେ ପିପିଲି ରେ ହେବ ଉପନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ନିର୍ବାଚନମଣ୍ଡଳୀ ଅଂଚଳ । ଉପନିର୍ବାଚନକୁ ନିରପେକ୍ଷ ସହ ସ୍ୱଚ୍ଛ ମତଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭକରାଯାଇଛି ।ଆଜି ଡେଲାଙ୍ଗର ଘନିପୁର ଓ ସାଉରିଆ ଗ୍ରାମ ପଞ୍ଚାୟତର କୁଆପଦା ଓ ଘୋରଡିଆ ଗ୍ରାମରେ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ କରାଯାଇ ରାସ୍ତା ଉପରେ ବେଆଇନ ବ୍ୟାନର ଓ ହୋଡିଂ ଗୁଡିକ ଖୋଲା ଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିବାର ଦେଖିବାକୁ ମିଳିଛି […]

ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି

୧-ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ୨-ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ୩-ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ । ୪-ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର […]

ଆଜିର ଅନୁଚିନ୍ତା

➡️ଧର୍ଯ୍ୟ ମଣିଷକୁ ଉନ୍ନତି କରେ ମିଛ ମଣିଷକୁ ବିନାଶ କରେ । ➡️ଜୀବନ ଏକ ନଉକା ପରି କେବେ ଏ ପାରି କେବେ ସେ ପାରି ସୁଖଦୁଃଖର ଦୁଇଟି କୂଳ ହସଲୁହତ ଭାଗ୍ୟରଖେଳ । ➡️ଜୀବନରେ ଯେତେବି ଉଚ୍ଚ ସ୍ଥାନକୁ ଯାଅ ନା କାହିଁକି କିନ୍ତୁ ସବୁବେଳେ ନିଜର ସାଳିନତା ସବୁ ସ୍ଥାନରେ ବଜାୟ ରଖିବାକୁ ଚେଷ୍ଟା କରିବା । ➡️କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ ,ଯିଏ ଏହି […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୮ ତାରିଖ ୨୦୨୧ ମସିହା(ଗୁରୁବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଦ୍ୱାଦଶୀ ,ନକ୍ଷତ୍ର- ଶତଭିଷ।,ଚନ୍ଦ୍ର- କୁମ୍ଭ,ଯୋଗ-ଶୁଭ,କରଣ-କୌଳବ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ଶିମ୍ବ ଭକ୍ଷଣ ନିଷେଧ । ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବୃଷ:- ଭାଗ୍ୟର ସହଯୋଗ ମିଳିବ। ଘର […]