Browsing daily archive

April 3, 2021

ବିମସି ପରେ ସିଏମସି ଲାଗୁ କଲା କଟକଣା

କଟକ ,୩/୪(ଏସ୍‌ଏସ୍‌ନିୟୁଜ) ବିମସି ପରେ ସିଏମସି ଲାଗୁ କଲା କଟକଣା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କୋଭିଡ୍ ସଂକ୍ରମମଣ ବୃଦ୍ଧି ଦୃଷ୍ଟିରୁ କଟକ ମୁନିସପାଲଟି କର୍ପୋରେସନ ଆଜି ଆଣିଛି ନୂତନ ଗାଇଡ଼ ଲାଇନ। ଆସନ୍ତା ୬ ରୁ ଲାଗୁହେବ ଏହି କଟକଣା। ଏଥର ବିବାହ ଉତ୍ସବ ରେ ଯୋଗଦେଇ ପାରିବେ ମାତ୍ର ୧୦୦ ଜଣ। ସେହିପରି ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ଉପସ୍ଥିତ […]

ଲୁଟିଲେ ଟଙ୍କା ,ଦେଲେ ପାର୍ସଲ ଫଟୋ

ଚୈାଦ୍ୱାର,୩/୪(ଏସ୍‌ଏସ୍‌ନିୟୁଜ) ପ୍ରଲୋଭନରେ ପଡି ଠକାମିର ଶିକାର ହେଲେ ଯୁବକ । ପାଠଶାଠ ପଢି ଫଟୋଗ୍ରାଫି କୁ ପେଶା ଓ ନିଶା କରି ନିଜ ଗୁଜରାଣ ମେଂଟାଉଥିବା ଯୁବକ ହେଉଛନ୍ତି ଚୈାଦ୍ୱାର କୟଳପଡା ଗ୍ରାମର ଦେବେନ୍ଦ୍ରସ୍ୱାଇଁ(୨୬) । ସେ ଏକ ବିଜ୍ଞାପନକୁ ଆଧାର କରି ଓଏଲଏକ୍ସରେ ଏକ ପୁରୁଣା କ୍ୟାମେରା କିଣିବା ପାଇଁ ଯୋଗଯୋଗ କରିଥିଲେ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଙ୍କ ସହ କଥା ହୋଇ କ୍ୟାମେରାର ମୁଲ୍ୟ ୨୪ହଜାରେ ଟଙ୍କା ଛିଣ୍ଡାଇଥିଲେ । ଏହାପରେ ଅଗ୍ରିମ […]

୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୩/୪(ଏସଏସନିୟୁଜ)କରୋନା ସଂକ୍ରାମଣ ଦିନକୁ ଦିନ ବଢୁଥିବାବେଳେ ଓଡିଶାର ୧୦ଟି ଜିଲ୍ଲାରେ ଲାଗୁହୋଇଛି ନାଇଟ କର୍ଫ୍ୟୁ ।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର କଟକଣା ଜାରି କରିଛନ୍ତି ରାଜ୍ୟସରକାର ।ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ ଜିଲ୍ଲାର ନାଇଟ୍ କର୍ଫ୍ୟୁ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୋଲାଙ୍ଗୀର, ନୁଆପଡା, କାଲାହାଣ୍ଡି,ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ।ଏହି ଜିଲ୍ଲାରେ ରାତି୧୦ରୁ ସକାଳ୫ପର୍ଯ୍ୟନ୍ତ ନାଇଟକର୍ଫ୍ୟୁର ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୫ତାରିଖଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁହେବ […]

ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମେଳନ

ବାରଙ୍ଗ,୩/୪(ଏସଏସନିୟୁଜ)ଦାରୁଠେଙ୍ଗରେ ପରମେଶ୍ୱରଙ୍କ ପଂଚୁଦୋଳମେଳନ ହେବ ।ଘରେଘରେ ବନ୍ଧୁବାନ୍ଧବମାନଙ୍କର ଭୀଡ ଲାଗିବ ।ସୁସ୍ୱାଦଖାଦ୍ୟ ତିଆରି ହେବ ।ରାତିପାହିବା ପର୍ଯ୍ୟନ୍ତ ସାତସାହି ବୁଲିବ ମେଳନ । ରାତି ଉଜାଗର ହୋଇ ଗ୍ରାମବାସୀମାନେ ଏହି ଅପରୁପ ଦୃଶ୍ୟକୁ ଦେଖିବେ ।ବାଜା,ବାଣ,ଘଂଟ,ଘଂଟାଆଦି ରୋଶନୀର ପଟୁଆର ଧରି ଝୁଲିଝୁଲି ପଛରେ ସୁସଜ୍ଜିତ ବିମାନରେ ଆସୁଥିବେ ପରମେଶ୍ୱର ଓ ତାଙ୍କ ସହ ଋାଧାକ୍ରିଷ୍ନ ,ଗୋପାଳଜ୍ୟୁ, ଚନ୍ଦ୍ରଶେଖର ଓ କଂଟାବାଡର ଗୋପିନାଥଦେବ ।ବିଭିର୍ଣ ସାହି ତରଫରୁ ଏହି ମେଳନକୁ ଅଧିକ ଆକର୍ଷଣୀୟ କରିବାପାଇଁଗ୍ରାମର ଯୁବକମାନେ ବେଶ ଆଗରୁ […]

୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜ୍ୟରେ ୨୪ଘଂଟା ଭିତରେ ନୂଆ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭୭ଜଣ, ସମ୍ବଲପୁରରୁ ୧୦ଜଣ, କଟକରୁ ୨୬, କଳାହାଣ୍ଡିରୁ ୨୯ , ନୂଆପଡ଼ାରୁ ୭୧ , ବଲାଙ୍ଗିରରୁ ୧୫ , ଝାରସୁଗୁଡ଼ାରୁ ୧୭, , ବରଗଡ଼ରୁ ୧୯ , ସୁନ୍ଦରଗଡ଼ରୁ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଆକ୍ରାନ୍ତ […]

ବନବିଭାଗର ପାରିବାପଣିଆକୁ ନେଇ ଉଠିଲା ପ୍ରଶ୍ନ

୧-୨ ଦିନରେ ୪ ଡିଗ୍ରି ଖସିବ ପାରଦ; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ୨-ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’ । ୩-ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ ୪-କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ । ୫-କଟକ […]

ଆଜିର ଅନୁଚିନ୍ତା

➡️ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା\’ଶେଷ ସମୟରେ ତାକୁ ହିଁ ମିଳିଥାଏ -। ➡️ହଜାରେ ଲୋକଙ୍କ ସହିତ ସମ୍ପର୍କ ଯୋଡିବା କିଛି ବଡ କଥା ନୁହେଁ, ବଡ କଥା ଗୋଟିଏ ସମ୍ପର୍କକୁ ଆଜୀବନ ତୁଲାଇବା । ➡️ଝିଅ ଜନ୍ମ ହେଲେ କେହି ଖୁସି ହୁଅନ୍ତି ନାହିଁ କି ମିଠା ବାଣ୍ଟନ୍ତି ନାହିଁ,କିନ୍ତୁ ବୋହୁ ସୁନ୍ଦରୀ ମିଳୁ ବୋଲି ସାରା ସଂସାର ଖୋଜି ବୁଲନ୍ତି । ➡️ସମ୍ମାନ ଏଭଳି […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୩ ତାରିଖ ୨୦୨୧ ମସିହା(ଶନିବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ ,ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ ।  ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। […]