Browsing daily archive

April 1, 2021

ସୋମନାଥଙ୍କପୀଠରେ ଏକାଠି ହେଲେ ଦୁଇଟି ମନ

ବାରଙ୍ଗ,୧/୪(ଏସଏସନିୟୁଜ)ଶ୍ରଶ୍ରୀ ସୋମନାଥଦେବ ଜନକଲ୍ୟାଣ ସମିତିର ଏକ ଅଭିନବ ପ୍ରୟାସ ।ପାରିବାରିକ ବିବାଦରୁ ପାଚେରୀ ହଟାଇବ ।ଭାଇଚାରା ମଧ୍ୟରେ ଲାଗିରହିଥିବା ବିବାଦ ଓ ବିଭେଦକୁ ଦୁରେଇ ଦେବ ।ପରିବାର ଯୋଡିବ ।ଭଲପାଇବାର ଭାବ ଆଉ ଭାଇଚାରାର ବାର୍ତା ବାଂଟିବ ।ଏହାସହ ବାବା ସୋମନାଥଙ୍କ ମହିମା ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଏହାକୁ ଅଂଚଳର ସୋମନାଥପ୍ରେମୀଭକ୍ତମାନେ କରିଛନ୍ତି । ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଢାୱାଗ୍ରାମରେ ରହିଛି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ ।ଏହି ପୀଠର ଆରାଧ୍ୟ ହେଉଛନ୍ତି […]

ସାଇଲେଣ୍ଟ କିଲର ସାଜିଛି ॰॰॰

୧-ବରଗଡ଼ : ମୁହଁ ମୋଡ଼ିଲେଣି ସୀମାନ୍ତ ଲୋକେ; ବାପା-ମା’ ଓଡ଼ିଶାର, ପୁଅ ଛତିଶଗଡ଼ି ୨-ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ । ୩-ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ୪-୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ […]

ଆଜିର ଅନୁଚିନ୍ତା

➡️କେବେ କାହାକୁ ଗରିବ ଭାବି ସମ୍ପର୍କ ଭାଙ୍ଗ ନାହିଁ , କାରଣ ଗରିବ ପାଖରୁ ଯେଉଁ ସମ୍ମାନ ମିଳିଥାଏ ତାହା କେବେ ଜଣେ ଧନୀ ପାଖରୁ ମିଳି ନ ଥାଏ । ➡️ସମସ୍ତ ନିଷ୍ପତି କେବଳ ଆମର ହୋଇନଥାଏ କିଛି ନିଷ୍ପତି ସମୟର ମଧ୍ୟ ହୋଇଥାଏ । ➡️ଯିଏ ପରିଶ୍ରମରେ ବିଶ୍ବାସ ରଖେ, ସେ ଭାଗ୍ୟ କଥା କେବେ ବି କୁହେନାହିଁ । ➡️ସ୍ବାର୍ଥ ଶେଷ ତ ସମ୍ପର୍କ ବି ଶେଷ ଏହା ହିଁ ବାସ୍ତବ । […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୧ ତାରିଖ ୨୦୨୧ ମସିହା(ଗୁରୁବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀ,ନକ୍ଷତ୍ର-ବିଶାଖା,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ବେଲ ଭକ୍ଷଣ ନିଷେଧ।  ମେଷ-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ […]