Browsing monthly archive

December 2020

ବଡଦିନରେ ବାଣ୍ଟିଲେ କମ୍ବଳ

ଚୌଦ୍ବାର,୨୫/୧୨(ଏସଏସନିୟୁଜ)ବଡଦିନରେ ବାଣ୍ଟିଲେ । କମ୍ବଳ ଆଜି ପବିତ୍ର ବଡଦିନ ଅବସରରେ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ଚୈାଦ୍ବାର ପୈାରପାଳିକା ଅଞ୍ଚଳ ର ଓଟିଏମ୍ କଲୋନି, ଚୈାଦ୍ବାର ଗ୍ରାମ ଏବଂ ଟାଙ୍ଗୀ ବ୍ଲକ୍ ର କୁଜିବର, ଆଗ୍ରାହାଟ, ଶଙ୍କର ପୁର, ନିମାପଡା, ଅମରବତୀ ପୁର, ଗୋଡିପାଟଣା , ସଫା ଆଦି ଗ୍ରାମରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ପର୍ଯ୍ୟାୟ କ୍ରମେ ଏକଶହ କମ୍ବଳ ବଣ୍ଟନ କରାଯିବା ସହ ମହାମାରୀ କରୋନା ଠୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା […]

ଗୁରୁତ୍ୱ ଦେଉନାହିଁ ଜଙ୍ଗଲବିଭାଗ,ଦନ୍ତା ଆକ୍ରମଣର ଶିକାର ହେଲେ ବୃଦ୍ଧ

ଚୈାଦ୍ୱାର,୨୫/୧୨(ଏସ୍‌ଏସ୍‌ନିୟୁଜ)ଗତ ମାସ ହେବ ଚୈାଦ୍ୱାର ଅଂଚଳରେ ହାତୀମାନଙ୍କ ଦୈାରାମ୍‌୍ୟ କମିବାର ନା ଧରୁନାହିଁ ।ଚନ୍ଦକା-ଡମପଡା ଅଭୟାରଣ୍ୟରୁ ଏକ ହାତୀ ପଲ୍ଲ ବାହାରି ଆସି ଚୈାଦ୍ୱାରର ବିଭିର୍ଣ ଅଂଚଳର ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।ଏବେ ଧାନ ଅମଳ ସମୟ ହୋଇଥିବାରୁ ପାଚେଲା ଧାନ କୁ ଯେତିକି ଖାଉଛନ୍ତି ,ସେତିକି ଦଳି ମକଚି ନଷ୍ଟ କରୁଛନ୍ତି ।ଏହାସହିତ ଚାଷୀମାନେ ଧାନ ଅମଳ କରି ଚାଷ କ୍ଷେତରେ ରଖିଥିଲେ କାମ ସରିଗଲା ।ଆଉ ଆମଦାନି କଥା […]

ଆଜିର ତାଜାଖବର

ସୁପ୍ରଭାତ ,ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ(ବଡ଼ଦିନ), ତାରିଖ – ୨୫/୧୨/୨୦୨୦(ଶୁକ୍ରବାର) ୧. ପ୍ରସିଦ୍ଧ ଗୀତିକାର, କବି ଗୁଲ୍‌ଜାର୍ ଇତିମଧ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ତାଙ୍କରି ଲିଖିତ ଏକ ପୁସ୍ତକ ପଠାଇଛନ୍ତି। ଯେଉଁଥିରେ ପ୍ରଥମ ପୃଷ୍ଠାରେ ସେ ହଳଧର ନାଗଙ୍କୁ ସ୍ଥାନ ଦେଇଛନ୍ତି । ୨. ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ ୩. ଭୁବନେଶ୍ୱର : ଯୋଜନାରେ ସୀମିତ କଟକଣା, […]

ଆଜିର ଅନୁଚିନ୍ତା

ତାରିଖ : ୨୫/୧୨/୨୦୨୦,ଶୁକ୍ରବାର ➡️ଭାଗ୍ୟ ଏବଂ ସ୍ତ୍ରୀ ଯଦିଓ ହଇରାଣ କରନ୍ତି ଏବଂ ଯେତେବେଳେ ଏକାଠି ହୁଅନ୍ତି ଜୀବନ ବଦଳିଯାଏ .. ➡️ଛୋଟ ଛୋଟ କଥାକୁ ହୃଦୟରେ ରଖିଲେ ଉତ୍ତମ ସମ୍ପର୍କ ଦୁର୍ବଳ ହୋଇଯାଏ .. ➡️ଆମେ ସାରା ଜୀବନ ହସିବାକୁ ପ୍ରସ୍ତୁତ,ଏକମାତ୍ର ସର୍ତ୍ତ ହେଉଛି ତୁମକୁ ବି ସାଥିରେ ହସିବାକୁ ପଡ଼ିବ | ➡️ଜିଭକୁ ସୁରକ୍ଷା ଦେବା,ଧନ ଅପେକ୍ଷା ଅଧିକ କଷ୍ଟକର .. ➡️ମୋ ଭାଗ୍ୟ ନିଦ ପରି ହୋଇଥାନ୍ତା କି,ପ୍ରତିଦିନ ସକାଳେ ଖୋଲି ଯାଇଥାନ୍ତା […]

ଆଜିର ରାଶିଫଳ

ଡିସେମ୍ବର ୨୫ ତାରିଖ ୨୦୨୦ ମସିହା(ଶୁକ୍ରବାର),ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ଏକାଦଶୀ ନକ୍ଷତ୍ର- ଅଶ୍ଵିନୀ,ମେଷ ରାଶି ର ଘାତଚନ୍ଦ୍ର,ବିଛା,ଧନୁ ମୀନ ରାଶିର ଘାତବାର,ଆକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଶିମ୍ବ ଭକ୍ଷଣ ନିଷେଧଆଜିର ରାଶିଫଳ। ମେଷ:-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ:-ଆଜି ଲୋକମାନଙ୍କ ସହିତ […]

ବିନା ଭକ୍ତରେ ହେବ ପୂର୍ଣ୍ଣାହୁତି

ବାରଙ୍ଗ,୨୪/୧୨(ଏସଏସନିୟୁଜ)ଚଳିତ ବର୍ଷ କୋଭିଡ କଟକଣାରେ ଆରମ୍ଭ ହୋଇଛି ପଞ୍ଚୁପାଳ ଗ୍ରାମର ରାଜ ରାଜେଶ୍ଵରୀ ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ। ଆଡ଼ମ୍ବର ନାହିଁ, ପ୍ରସାଦ ସେବନ ଓ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନାହିଁ । ଭକ୍ତଙ୍କ ଦର୍ଶନ ଓ ଯୋଗଦାନ ନାହିଁ । କେବଳ ୫ ଜଣ ଭିତରେ କେବଳ ପୂର୍ବବିଧି ପାଳନ କରିବେ । ବୁଧବାର କୁମ୍ବ ସ୍ଥାପନ ହୋଇଛି।କର୍ତା ଭାବେ ରଞ୍ଜିତ ବିଶୋଇ ଓ ପୁଷ୍ପଲତା ବିଶୋଇ  ରହିଥିବା ବେଳେ ପଣ୍ଡିତ ମାଗୁଣି ଷଡଙ୍ଗୀ ,ଶେଷଦେବ ଷଡଙ୍ଗୀ […]

ଆଜିର ରାଶିଫଳ

ଡିସେମ୍ବର ୨୪ ତାରିଖ ୨୦୨୦ ମସିହା(ଗୁରୁବାର),ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ଦଶମୀ , ନକ୍ଷତ୍ର-ଅଶ୍ଵିନୀ,ଚନ୍ଦ୍ର- ମେଷ,ତୁଳା ଓ କୁମ୍ଭ ରାଶିର ଘାତବାର,ମେଷ ରାଶି ର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଲମ ଶାଗ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ :-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ […]

ଆଜିର ଅନୁଚିନ୍ତା,ତାରିଖ – ୨୪:୧୨:୨୦୨୦ ( ଗୁରୁବାର )

➡️ଆବଶ୍ୟକତା ଠାରୁ ଅଧିକ ସରଳ ଏବଂସଚ୍ଚୋଟ ହେଲେ, ଲୋକେ ଲେମ୍ବୁପରି ଚିପୁଡ଼ି ଦେବେ, ଶେଷରେ ଲେମ୍ବୁ ଚୋପା ପରି ଆପଣ ବି ପିତା ହୋଇଯିବେ ➡️ଯଦି ଲୋକମାନେ ଆପଣଙ୍କୁ କେବଳ ଦରକାର ସମୟରେ ମନେ ପକାନ୍ତି ଖରାପ ନ ଭାବି ଗର୍ବ କରନ୍ତୁ କାରଣ ମହମବତୀ ସେବେ ମନେ ପଡିଥାଏ ଯେବେ ଅନ୍ଧାର ହୋଇଥାଏ । ➡️ମିଛ ଲୁଚେଇଲେ ମିଛ ଲୁଚିଯାଏ କିନ୍ତୁ ସତ ନୁହେଁ । ➡️ଭଲ ଲୋକଙ୍କୁ ଭୁଲ୍ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ […]

ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ

୧-ଆନ୍ଦୋଳନକାରୀ କୃଷକଙ୍କୁ ବୁଝାଇବେ ପ୍ରଧାନମନ୍ତ୍ରୀ, ୨୫ରେ କରିବେ ସମ୍ଵୋଧନ । ୨-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି –ପାଞ୍ଚ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରବୃତ୍ତି ଯୋଜନା ପାଇଁ ୫୯ ହଜାର କୋଟି ଅର୍ଥରାଶି ଅନୁମୋଦିତ । ୩-ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରସ୍ତାବ : ସତ୍ବନ୍ତ୍ର କୋର୍ଟ ଖୋଲ, ନେତାଙ୍କର ହେବ ତ୍ବରିତ ବିଚାର । ୪-ସିଆରପିଏଫ ୧୧୫ ବାଟାଲିୟନ ଉପରେ ଆତଙ୍କୀ ଆକ୍ରମଣ : ୩ […]

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୩/୧୨( ଏସସନିୟୁଜ) IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ବଦଳି  ମୁଖ୍ୟ କାର୍ଯ୍ୟଳୟକୁ  ହୋଇଛି । ନୟାଗଡ଼ର ନୂଆ ଏସ୍‌ପି ହୋଇଛନ୍ତି ସିଦ୍ଧାର୍ଥ କଟାରିଆ ।ଅନ୍ୟପଟେ ନରସିଂହ ଭୋଳ ହୋଇଛନ୍ତି ସମ୍ବଲପୁର ପୋଲିସ ମହାନିରୀକ୍ଷକ । ପି. ରାଜେଶ ଉତ୍ତମରାଓ ହୋଇଛନ୍ତି କୋରାପୁଟର ଭାରପ୍ରାପ୍ତ DIG । ସଫିନ ଅହମ୍ମଦ ହୋଇଛନ୍ତି ପୋଲିସ ବୈଷୟିକ ବିଭାଗ DIG । ସାର୍ଥକ ଷଡ଼ଙ୍ଗୀ ହୋଇଛନ୍ତି ଅନୁଗୁଳ DIG।ସେହିପରି ଅବିନାଶ କୁମାର ରାଜ୍ୟ […]