Browsing daily archive

August 23, 2020

ବଗଲାଧର୍ମଶାଳା ଜମିବିକ୍ରୀକୁ ଏସୟୁସିଆଇ  ବିରୋଦ୍ଧ କଲା

ଡେଲାଙ୍ଗ,୨୩/୮ (ଏସ॰ଏସ॰ନିୟୁଜ ) ଏସୟୁସିଆଇ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଏସୟୁସିଆଇ ପକ୍ଷରୁ ଧର୍ମଶାଳାର ଜମି ବିକ୍ରୀକୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବଗଲା ଧର୍ମଶାଳାକୁ କେତେକ ବ୍ୟକ୍ତି ବିଶେଷଙ୍କୁୁ ବିକ୍ରୀ କରିବା ଅତ୍ୟନ୍ତ ନିନ୍ଦନିୟ ବୋଲିଏହି ପ୍ରତିବାଦ ସଭାରେ ଏସୟୁସିଆଇ ନେତା କମ୍ରେଡ ରଘୁନାଥ ଦାସ ଯୋଗଦେଇ ମତ ପ୍ରକାଶ କରିଥିଲୋ ଗରିବ ତିର୍ଥଯାତ୍ରୀଙ୍କ ନିମନ୍ତେ ଦାନସୁତ୍ରରେ ମିଳିଥିବା ଜମି ହୋଟେଲ ମାଲିଙ୍କୁ ପ୍ଲଟିଂ କରି ବାଣ୍ଟିବା ଚଳିବ ନାହିଁ ବୋଲି […]

ଆଜି ରାତିର ଗପ -ନ୍ୟାୟ ନିର୍ଣ୍ଣୟ –

ଆଜି ରାତିର ଗପ –ନ୍ୟାୟ ନିର୍ଣ୍ଣୟ – ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । […]

ଚଉମିନ ନେଲା ଜୀବନ

ଜଟଣୀ,୨୩/୮ (ଏସ ଏସ ନିୟୁଜ ) ଜଟଣୀ ଏନ ଏ ସି ଅଧିନସ୍ଥ ଷଣ୍ଢପୁର ମୌଜାରେ ଥିବା ପଥରଖଣି ରେ ପଡିଥିବା ଚଓମିଁନ୍ ଖାଇ ସାତ ରୁ ଅଧିକ ଗୋରୁ ମରି ପଡ଼ିଥିବାର ଜଣାପଡିଛି । ଏହି ଜାଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱପ୍ୟାକେଟ ଚଓମିଁନ୍ କୁ କିଏ ପକାଇଦେଇଥିଲେ ।ଆଜି ସ୍ଥାନୀୟ ଗ୍ରାମର କିଛି ଗୋରୁ ସେଠାରେ ଚରିବା ସହ ଫିଙ୍ଗା ଯାଇଥିବା ଚାଓମିଁନ୍ କୁ ଖାଉଥିବାର ଯୁବକମାନେ ଦେଖିବାକୁ ପାଇଥିଲେ ।ତେବେ ଆଠ ରୁ ଅଧିକ […]

ଲିଲି ପୁଲ ପାଖରୁ ମିଳିଲା ୬ ଫୁଟ ଲମ୍ବର ଢ଼ମଣା ସାପ

ଭୁବନେଶ୍ବର,୨୩/୮ (ଏସ ଏସ ନିୟୁଜ ) ବିଧାନସଭା ରେ ଗେଟ ନଂ ୧ ନିଜଟରେ ଥିବା ଲିଲି ପୁଲ ପାଖରୁ ଏକ ୬ ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର କରା ଯାଇଛି । ସାପଟି ବିଧାନସଭା ପାହାଚ ରୁ ଓହ୍ଲେଇ ଲିଲିପୁଲ ଆଡକୁ ଯିବାର ଜଣେ ସୁରକ୍ଷା କର୍ମୀ ଦେଖିଲେ । ସେ ତାଙ୍କର ସହକର୍ମୀ ଙ୍କୁ ଡାକି ସାପ କୁ ଘଉଡେଇବା ପାଇଁ ଚେଷ୍ଟା କରିବା ବେଳେ ସାପଟି ଲିକିପୁଲ ପାଖରେ ଥିବା ପାହାଚ […]

ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର,୨୩/୮ (ଏସ ଏସ ନିୟୁଜ )ଆଉ ଏକ ଲଘୁଚାପ ୨୪ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି ।ଏହାର ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହବାନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରା ଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ପୁରୀ, […]

ଆଜିର ରାଶିଫଳ

ଅଗଷ୍ଟ ୨୩ ତାରିଖ ୨୦୨୦ମସିହା(ରବିବାର), ଭାଦ୍ରବ-ଶୁକ୍ଳପକ୍ଷ.ତିଥି -ପଞ୍ଚମୀ .ଅଦ୍ୟ ନୂଆଖାଇ ପର୍ବ .ମେଷ ରାଶିର ଘାତବାର , ଆଜି ପଞ୍ଚମୀର ଆକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଆଜିର ରାଶିଫଳ ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ […]