ପୋଲ ଉପରେ ପ୍ରବାହିତ ହେଲା ନଦୀ ଜଳ
ମାଲକାନଗିରି ୧୨/୮ (ଏସ ଏସ ନିୟୁଜ) ମାଲକାନଗିରିରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ବର୍ଷାର ପରିମାଣ ଏତେ ଯେ କାଙ୍ଗୁରକୋଣ୍ଡା ଛକ ଉପରେ ପାଣି ସୁଅ ଚାଲିଛି ।ଏହା ସହିତ ଘର ଭିତରେ ବର୍ଷ ପାଣି ଭାସୁଥିବାର ଦେଖିବାକୁ ମିଳିଛି ।ପାଣି ପାଗ ବିଭାଗ ର କହିବା ଅନୁସାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି।ତେବେ ଲଗାଣ ବର୍ଷା […]