Browsing daily archive

August 10, 2020

କାଟାଗୋରୀ କରି ଦୋକାନ ଖୋଲିବାକୁ ଅନୁମତି ଦେଲେ ପ୍ରଶାସନ

ମାଲକାନଗିରି,୧୦/୮(ଏସ୍‌.ଏସ୍‌.ନିୟୁଜ)ପ୍ରଶାସନ ତରଫରୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ  ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ ଦୋକାନ କେବେ ଖୋଲିବ ସେ ନେଇ ସ୍ପଷ୍ଟ ମଧ୍ୟ କରାଯାଇଛି । ଦୋକାନ ଗୁଡିକକୁ ୩ଟି କାଟାଗୋରୀରେ ବିଭକ୍ତ କରାଯାଇଛି। ୧, ୨ ଓ ୩କୁ A,B ଓ C ଉ ରୂପେ ଚିହ୍ନଟ କରାଯାଇଛି। ସପ୍ତାହର ସୋମବାର ଓ ବୁଧବାର A  ଚିହ୍ନଟ ଥିବା ଦୋକାନ ଖୋଲିବ। ମଙ୍ଗଳବାର ଓ ଗୁରୁବାର B ଚିହ୍ନଟ ହୋଇଥିବା […]

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ୧୨ରେ

ଭୁବନେଶ୍ୱର ,୧୦/୮(ଏସ ଏସ ନିୟୁଜ ) ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୧୪ରୁ […]

ପ୍ରଣବ ମୁଖାର୍ଜୀଙ୍କର କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୦/୮(ସତ୍ୟସନ୍ଧାନ ଡେସ୍କ ) ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କର କରୋନା ପଜିଟିଭ୍ ସୋମବାର ମଧ୍ୟାହ୍ନରେ ସେ ଟ୍ୱିଟ୍ କରି ଏହା ଜଣାଇଛନ୍ତି। , ମୋର କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ଟେଷ୍ଟ କରାଇ ଆଇସୋଲେଟ୍ ହୋଇଯାଆନ୍ତୁ ବୋଲି ନିଜ ଟ୍ୱିଟରେ ସେ ଲେଖିଛନ୍ତି ।ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର […]

ଭିଜିଲାନ୍ସ ଜାଲରେ ଚିଲିକା ଡିଏଫଓ

ଭୁବନେଶ୍ୱର ,୧୦/୮(ଏସ ଏସ ନିୟୁଜ)  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା। ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସ୍ଥିତ ତାଙ୍କ ଅଫିସ ଓ ସରକାରୀ ବାସଭବନ ସହ ଭୁବନେଶ୍ୱର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖରପୁର ଘର ସମେତ ବିଭିର୍ଣ ସ୍ତନରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି।

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ?

ଅଗଷ୍ଟ ୧୦ ତାରିଖ ୨୦୨୦ମସିହା(ସୋମବାର),ଭାଦ୍ରବ-କୃଷ୍ଣପକ୍ଷ, ତିଥି -ଷଷ୍ଠୀ ମେଷ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ଆଜିସପ୍ତମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ :- ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। :- ସନ୍ତାନ […]