Browsing daily archive

August 4, 2020

ଆଜିର ଦିନଟି କେମିତି କଟିବ ଜାଣନ୍ତୁ ?

ଆଜି ଅଗଷ୍ଟ ୦୫ ତାରିଖ ୨୦୨୦ମସିହା(ବୁଧବାର)ଭାଦ୍ରବ-କୃଷ୍ଣପକ୍ଷ,ତିଥି -ଦ୍ଵିତୀୟା ,ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,କର୍କଟ ରାଶି ର ଘାତବାର,ଆଜିର ରାଶିଫଳ ମେଷ-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ […]

କାଲି ସନ୍ଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର.୪/୮(ଏସ୍‌.ଏସ୍‌.ନିୟୁଜ) ଆସନ୍ତାକାଲି ସନ୍ଧ୍ୟା ୬ଟାରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟର ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‌ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକ ବାର୍ତାରେ କହିଛନ୍ତି ଯେ କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ […]

ସୁସ୍ଥ ହେଲେ ୧୪୦୯

ଭୁବନେଶ୍ୱର ,୪/୮(ଏସ୍‌.ଏସ୍‌.ନିୟୁଜ) ୧୪୦୯ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ।ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୨୮, ସୁନ୍ଦରଗଡ଼ରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ୱରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗିରରୁ ୧୬, ବରଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଲେଖାଏଁ, ଝାରସୁଗୁଡ଼ାରୁ […]

ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ନୂଆଦିଲ୍ଲୀ ୪/୮(ଏସଏସନିୟୁଜ) କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ହୋଇଥିବାର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଧାନ ହରିୟାଣାର ମେଦାନ୍ତ ହସ୍ପିଟାଲର ଭର୍ତ୍ତି ହୋଇଛନ୍ତି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ରେ ଆକ୍ରାନ୍ତ ହୋଇଥିଲେ ।

କରୋନାରେ ବୁର୍ଲା ମେଡିକାଲର ୯ ଡାକ୍ତର

ସମ୍ବଲପୁର,୪/୮(ଏସଏସନିୟୁଜ) ବୁର୍ଲା ଭୀମସାରରେ ମେଡିସିନ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛି । ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଆଜି ପାଇଁ ମେଡିସିନ ବିଭାଗର ଓପିଡି ବନ୍ଦ କରାଯାଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସମ୍ପର୍କରେ ସୂଚନା ଦେଇଛନ୍ତି।

ସେଲ୍‌ଫି ଯୋନ ପାଲଟିଛି ଗୁରୁପ୍ରିୟାସେତୁ

ମାଲକାନାଗିରି,୪/୮(ଏସ୍‌.ଏସ୍‌.ନିୟୁଜ)ଦୁଇବର୍ଷରେ ପହଁଚିଥିବା ଗୁରୁପ୍ରିୟାସେତୁ ଆଜି ଯୁବଗୋଷ୍ଠିମାନଙ୍କ ପାଇଁ ସେଲଫି ଯୋନ ପାଲଟିଛି ।ସେତୁ ଉପରେ ଛିଡା ହୋଇ ଏହାର ପାକୃତିକ ପରିବେଶକୁ ମୋବାଇଲ ରେ କଏଦ କରିବାର ଅଭିନବ ଢଙ୍ଗକୁ ଆପଣେଇଛନ୍ତି ଯୁବଗୋଷ୍ଠି ।ସକାଳେ ଓ ସନ୍ଧ୍ୟାରେ ଯୁବଗୋଷ୍ଠି ମାନଙ୍କ ଏକପ୍ରକାର ଗହଳି ଲାଗିରହୁଛି । କେବଳ ଏତିକି ନୁହେଁ ଏହି ଅଂଚଳପାଇଁ ଗମନାଗମନର ନୁଆ ପରିଭାଷା ତିଆରି ହୋଇଛି ।ସୃଷ୍ଟିକରିଛି ସମ୍ଭାବନା । ବସ୍ ଗଡୁଛି ,ଆମ୍ବୁଲାନ୍ସ ବି ଯାଉଛି,ସରକାରୀ କାର୍ଯ୍ୟ ବି ଚାଲିଛି,ସ୍କୁଲ ଯିବାପାଇଁ […]

ରାଜ୍ୟରେ ପୁଣି ବଢିଲେ ୧୩୮୪

ଭୁବନେଶ୍ୱର,୪/୮ (ଏସଏସନିୟୁଜ) ପୁଣି ୨୮ ଜିଲ୍ଲାରୁ ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୯୫ ସ୍ଥାନୀୟ ମାମଲା ରହିଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୮୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧, ସମ୍ବଲପୁରରୁ ୮୨, କେନ୍ଦୁଝରରୁ ୬୬, ସୁନ୍ଦରଗଡ଼ରୁ ୬୪, କନ୍ଧମାଳରୁ ୬୨, ଢେଙ୍କାନାଳରୁ ୫୧, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୦, ଯାଜପୁରରୁ ୩୯, ଗଜପତିରୁ ୩୮, […]

ଆଜିର ରାଶିଫଳ

ଅଗଷ୍ଟ ୦୪ ତାରିଖ ୨୦୨୦ମସିହା(ମଙ୍ଗଳବାର)ଭାଦ୍ରବ-କୃଷ୍ଣପକ୍ଷ, ତିଥି –ପ୍ରତିପଦ, ନକ୍ଷତ୍ର- ଶ୍ରବଣା, ଆଜି ପ୍ରତିପଦା ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ, ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର ମକର ରାଶି ର ଘାତବାର , ଆଜି ପାଣିକଖାରୁ ଭକ୍ଷଣ ନିଷେଧ, ଆଜିର ରାଶିଫଳ । ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି […]