Browsing monthly archive

July 2020

ଆଜିର ରାଶିଫଳ

ଆଜି ୨୬ ତାରିଖ ୨୦୨୦ମସିହା(ରବିବାର) ଶ୍ରାବଣ-ଶୁକ୍ଳପକ୍ଷ,ତିଥି -ଷଷ୍ଠୀ ,ମେଷ ରାଶିର ଘାତବାର, ଆଜି ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ-ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ […]

କାରୋନା ନେଳା ୧୦ଜୀବନ,ଆଉ ଚିହ୍ନଟ ହେଲେ୧୩୨୦

ଭୁବନେଶ୍ୱର,୨୫/୭ (ଏସଏସନିୟୁଜ) ଆଜି ଆଊ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।୬ ମୃତକଙ୍କ ମଧ୍ୟରୁ ଗଞ୍ଜାମଜିଲ୍ଲାରୁ ୨ଜଣ ୬୦ବର୍ଷୀୟ ପୁରୁଷ , ୩୦ ବର୍ଷୀୟ ଯୁବକନେଇ ୩, ବାଲେଶ୍ବଜିଲ୍ଲାରୁ ଜଣେ ୩୭ବର୍ଷୀୟ ପୁରୁଷ ଓ ଜଣେ ୬୦ ବର୍ଷୀୟ ମହିଳା, ସୁନ୍ଦରଗଡ଼ଜିଲ୍ଲାରୁ ୫୪ ବର୍ଷୀୟ ଓ ୬୦ବର୍ଷୀୟ ପୁରୁଷ କୁ ମିଶାଇ୨ ଜଣ ମୃତ, ଗଜପତିଜିଲ୍ଲାରୁ ଜଣେ ୩୭ ବର୍ଷାୟ ପୁରୁଷ , ରାୟଗଡ଼ାଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ଓ ଝାରସୁଗୁଡ଼ାଜିଲ୍ଲାରୁ ଜଣେ ୬୧ […]

କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ଖବର ଆଜିର,ତାରିଖ ୨୫/୦୭/୨୦,ଶନିବାର ୧-ପ୍ଲାଜମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି : ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ। ୨-ଶୁକ୍ରବାର ରାଜ୍ୟରେ ରେକର୍ଡ ୧୫୯୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି।ସୁସ୍ଥ ହୋଇଥିବା ୮୦୮ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୫୨୦୦କୁ ବୃଦ୍ଧି ଘଟିଛି। ୩-ଓଡ଼ିଶା ସରକାର ଖଣି ଓ ଖଣିଜ କ୍ଷେତ୍ରରେ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ ?

ଜୁଲାଇ ୨୫ ତାରିଖ ୨୦୨୦ମସିହା(ଶନିବାର),ଶ୍ରାବଣ-ଶୁକ୍ଳପକ୍ଷ ,ତିଥି -ପଞ୍ଚମୀ ,ବୃଷ ରାଶିର ଘାତଚନ୍ଦ୍ର ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ଆଜି ଷଷ୍ଟ୍ଟି ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ଓ ପଞ୍ଚମୀ ର ଏକୋଦିଷ୍ଠ ଶ୍ରାଦ୍ଧ ,ଆଜିର ରାଶିଫଳ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ […]

ରାଜଧାନୀରେ ଆଜି ସର୍ବାଧିକ ୨୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୪।୭(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ପୁଣି ୨୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥରୁ ୨୦୭ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୪୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଙ୍କ ମଧ୍ୟରେ ବିଜେବି ନଗର ମହିଷାଖାଲ ବସ୍ତିରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳ ଏକ ଘରୋଇ ହସ୍ପିଟାଲର ୨୭କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରରୁ ୨୦, ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]

ଆସିବ ଯୁଦ୍ଧବିମାନ ରାଫେଲ

ନୂଆଦିଲ୍ଲୀ ୨୪/୭(ଏସଏସନିୟୁଜ) ଆସନ୍ତା ୨୯ ତାରିଖରେ ଭାରତକୁ ପ୍ରଥମ ପର‌୍ୟ୍ୟାୟ ରାଫେଲ୍ ଯୁଦ୍ଧ ବିମାନ ମିଳିବ। ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର ଏହି ବିମାନରେ ଖଞ୍ଜିବା ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ପ୍ରାୟ ୬୦-୭୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ପ୍ରକାର ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ଏହି କ୍ଷେପଣାସ୍ତ୍ର । ଏନେଇ ଫ୍ରାନ୍ସ ସହିତ ଚୁକ୍ତି ହୋଇଥିବା ବେଳେ ଖୁବଶୀଘ୍ର ଏହା ଭାରତକୁ ମିଳିବ ବୋଲି ସୂଚନା ମିଳିଛି । ଫ୍ରାନ୍ସର ପ୍ରତିରକ୍ଷା […]

କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ ,୨୪/୭(ଏସ.ଏସ୍ .ନିୟୁଜ) ପାକିସ୍ତାନର କୋର୍ଟରେ କୁଳଭୂଷଣଙ୍କ ବିରୋଧରେ ଏକପାଖିଆ ଶୁଣାଣିକୁ ଭାରତ ବିରୋଧ କରିଥିଲା। ଭାରତ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହେବାରୁ ମୃତ୍ୟୁ ଦଣ୍ଡ ଉପରେ ରୋକ ଲଗାଇ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲେ। ଏବେ ଜେଲରେ ଅଛନ୍ତି ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ । ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ରହିଛନ୍ତି । କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ପାକିସ୍ତାନ ସବୁ ରାସ୍ତା […]

ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୨୪/୭(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିଛି । ଏହି ସମୟରେ ପ୍ଲାଜମା ଥେରାପି ହିଁ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଛି । ଏହାସହିତ ସମ୍ ହସ୍ପିଟାଲରେ ୪ଜଣଙ୍କୁ […]

୧୦୧ବର୍ଷରେ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ପରଲୋକ

କୋଲକାତା,୨୪/୭(ଏସଏସନିୟୁଜ) ୧୦୧ ବର୍ଷ ବୟସରେ ପଦାର୍ପଣ କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କର ଶୁକ୍ରବାର ସକାଳେ କୋଲକାତାରେ ପରଲୋକ ଘଟିଛି। ସେ କିଛିଦିନ ହେବ ଅସୁସ୍ଥ ଥିବାବେଳେ ନିଜ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ନାତୁଣି ଶ୍ରୀନନ୍ଦା ଶଙ୍କର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ୧୯୧୯ରେ ଜସୋରରେ ଜନ୍ମଗ୍ରହଣ କରି ୧୯୩୧ରେ ବେଲଜିୟମରେ ପ୍ରଥମ ପରଫର୍ମାନ୍ସ ଦେଇଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ […]

୫ମିନିଟ୍‌ରେ ଦାନ୍ତ ବିନ୍ଧା ଉଭାନ

 ଦାନ୍ତ ବିନ୍ଧିବାର ବହୁତ କାରଣ ଅଛି । ଯେମିତି କି ଯେତେବେଳେ ଆମେ ଖାଦ୍ୟ ଖାଉଛେ ତାହାର କିଛି ଅଂଶ ଆମ ଦାନ୍ତ ମଝିରେ ଥିବା ଫାଙ୍କା ରେ ରହି ସଢ଼ୀ ଯାଏ ଏବଂ ସେଠି ବ୍ୟାକ୍ଟେରିଆ ଜନ୍ମ ନେଇ ବହୁତ ସମସ୍ୟା କରି ଥାନ୍ତି ଯାହାକି ବହୁତ ବିନ୍ଧା ହୋଇଥାଏ । କମ୍ ଖର୍ଚ୍ଚରେ ଏହି ଉପାୟରେ ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇ ପାରିବେ । ପ୍ରାଚୀନ ତଥା ଘରୋଇ ଉପଚାରରେ ଉପାୟ ରେ […]