Browsing monthly archive

July 2020

ପୁଣି ନୁଆ ୫୭୧

ଭୁବନେଶ୍ୱର,୭/୭(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢିବାକୁ ଲାଗିୁଛି ।ଆଜି ୨୧ଟିଜିଲ୍ଲାରୁ ୫୭୧ଟି ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେ ଟାଇନ ରୁ୪୦୩ ଓ ସ୍ଥାନୀୟ ଲୋକ ୧୬୮ବୋଲି ଜଣାପଡିଛି ।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ୪,ବାଲେଶ୍ୱରରୁ ୨୮,ଭଦ୍ରକରୁ ୧, ବଲାଙ୍ଗିରରୁ୫ ,କଟକରୁ୨୯,ଢେଙ୍କାନାଳରୁ ୧, ଗଜପତି ରୁ୫୬,ଗଞାମରୁ୨୭୩, ଜଗତସିଂହ ପୁରରୁ୧୭,ଯାଜପୁରରୁ୧୬,ଝାରସୁଗୁଡାରୁ୧,କେନ୍ଦ୍ରାପଡାରୁ୩,କେଉଁଝରରୁ୩,ଖୋର୍ଦ୍ଧାରୁ୩୭,ମୟୁରଭଞରୁ୧୪,ନୟାଗଡରୁ୧,ପୁରୀରୁ୪,ରାୟଗଡାରୁ୧୦,ସମ୍ବଲପୁରରୁ୬,ସୁନ୍ଦରଗଡରୁ୫୧,ନବରଙ୍ଗପୁରରୁ୭ । ସେହିଭଳି ଆଜି ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ସେଥି ମଧ୍ୟରେ କଟକରୁ ଜଣେ ଓ ଗଞାମରୁ ୩ଜଣ କୁ ମିଶାଇ […]

ନୀଳଗିରି ବିଧାୟକ କରୋନା ପଜିଟିଭ୍

ଭୁବନେଶ୍ୱର,୬/୭(ଏସ୍‌ଏସ୍‌ନିୟୁଜ)ରାଜ୍ୟରେ ପ୍ରଥମ ବିଧାୟକ ଭାବେ କରୋନାରେ ଆକ୍ରାନ୍ତ ହେଲେ ‘ସୁକାନ୍ତ ନାୟକ’ । ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। । ତାଙ୍କୁ ବାଲେଶ୍ବର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରଥମ ବିଧାୟକ ଭାବରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୁକାନ୍ତ ନାୟକଙ୍କୁ ପୂର୍ବରୁ ଥଣ୍ଡା […]

କୋଭିଡ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୩ ମନ୍ତ୍ର

ଭୁବନେଶ୍ୱର,୬/୭(ଏସ୍‌ଏସ୍‌ନିୟୁଜ)ସମଗ୍ର ବିଶ୍ୱରେ କୋଭିଡ୍ ସଂକ୍ରମଣର ଭୟରେ ଜର୍ଜରିତ । ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ହେଲେ ୩ଟି ଅସ୍ତ୍ର ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣାଇବାକୁ ହେବ । ଏହା କୋଭିଡ୍ ଯୁଦ୍ଧରେ ବିଜୟୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଶ୍ରୀ ପଟ୍ଟନାୟକ ଆଜି ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, ପୁରୀ ଆଜି ସମଗ୍ର ବିଶ୍ୱକୁ ବାଟ ଦେଖାଇଛି। କୋଭିଡ୍ ଗାଇଡଲାଇନ୍ ମାନି […]

ସଂକ୍ଷେପରେ ଆଜି ସକାଳର ଖବର

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୦୭/୦୭/୨୦,ମଙ୍ଗଳବାର ୧-ବିଜେଡିର ବରିଷ୍ଠ ନେତା , ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ୨-ମହାମାରୀ ପାଇଁ ୩ ମନ୍ତ୍ର: କରୋନା ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ତ୍ୟାଗ, ସଂଯମ ଓ ଶୃଙ୍ଖଳା ଦ୍ୱାରା ଆମେ ସଂକ୍ରମଣଠୁ ଜିତି ପାରିବା । ୩-ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୪-ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ […]

ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି…

ଜୁଲାଇ ୦୭ ତାରିଖ ୨୦୨୦ମସିହା(ମଙ୍ଗଳବାର),ଶ୍ରାବଣ-କୃଷ୍ଣପକ୍ଷ, ତିଥି –ଦ୍ବିତୀୟା, ସିଂହ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ-ଆଜି ଆପଣଙ୍କର […]

ବିଷ୍ନୁଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କର ଶୋକ

ଭୁବନେଶ୍ୱର,୬/୭(ଏସ୍‌ଏସ୍‌ନିୟୁଜ)ବିଜେଡିର ବରିଷ୍ଟ ନେତା ତଥା ତିର୍ତୋଲର ବିଧାୟକ ବିଷ୍ନୁଚରଣଦାସଙ୍କର ୬୬ବର୍ଷବୟସରେ ଏକ ଘରୋଇ ହସ୍ପିଟାଲରେ ଚିକିସ୍‌ବସ୍ଥାରେ ପରଲୋକ ଘଟିଛି ।୧୯୫୪ମସିହାରେ ଜନ୍ମଗ୍ରହଣ କରି ବିଷ୍ନୁଚରଣଦାସ ଜଗତସିଂହପୁର ଏସଭିଏମ କଲେଜରେ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜଗତସିଂହପୁର ବିଧାନସଭା ଆସନରୁ୧୯୯୦ରୁ୨୦୧୪ପର୍ଯନ୍ତ ଲଗାତର ଭାବେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ସେ ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ ଥିଲେ । ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ ।୬ଥର ବିଧାୟକ ,ଥରେ ମନ୍ତ୍ରୀ,ଥରେ ସାଂସଦ […]

କଟକକୁ ଆସିଲେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ,କାଲିଠୁ ଆଣ୍ଟିଜେନ୍ ଟେଷ୍ଟ

କଟକ,୬/୭(ଏସ୍‌ଏସ୍‌ନିୟୁଜ)କଟକ ସହରକୁ ବାହାରୁ କେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍ରେ ରହିବାକୁ ହେବ। ସେହିଭଳି କଟକର ନିଶ୍ଜିନ୍ତକୋଇଲି, ନରସିଂହପୁର, ମହାଙ୍ଗା, ବଡ଼ମ୍ବା ଓ ତିଗିରିଆ। ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ CMC  ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯିବା ସହ ତତ୍କାଳ ଲାଗୁ କରିବା ପାଇଁ CMC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଗନ୍ତୁକଙ୍କ ପାଖରେ ହୋମ୍ କ୍ୱାରେଣ୍ଟିନ୍ […]

ଜୁଲାଇ ୩୧ ତାରିଖ ଯାଏଁ ଖଣ୍ଡଗିରି ଓ ଉଦୟଗିରି ଖୋଲିବ ନାହିଁ

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୦୬/୦୭/୨୦,ସୋମବାର ୧-ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଯାହାର ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨-କରୋନା ମୁକାବିଲା ଲାଗି ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ । ୩-ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ୪-ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ଐତିହ୍ୟସ୍ଥଳ ଖଣ୍ଡଗିରି ଓ ଉଦୟଗିରି […]

ସୋମବାର ଆପଣଙ୍କ ରାଶି କଣ କହୁଛି ,ଜାଣନ୍ତୁ

ଜୁଲାଇ ୦୬ ତାରିଖ ୨୦୨୦ମସିହା(ସୋମବାର) ,ଶ୍ରାବଣ-କୃଷ୍ଣପକ୍ଷ ,ତିଥି -ପ୍ରତିପଦା ,ସିଂହ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ,ଆଜି ଦ୍ବିତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ , ଆଜିର ରାଶିଫଳ ମେଷ-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ–ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ […]

ପୁଣି ପଜିଟିଭ ଚିହ୍ନଟ ୪୬୯ ଓ ୨ମୃତ

ଭୁବନେଶ୍ୱର,୫/୭(ଏସ୍‌ଏସ୍‌ନିୟୁଜ) ପୁଣି ଆଜି ୪୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ମଧ୍ୟରୁ ୩୧୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୫୨ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧିପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।୨୦ ଜିଲ୍ଲାରୁ ଚିହ୍ନଟ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୧, […]