Browsing monthly archive

July 2020

ଆଜି ଆପଣଙ୍କ ରାଶି କଣ କହୁଛି

ଜୁଲାଇ ୦୯ ତାରିଖ ୨୦୨୦ମସିହା(ଗୁରୁବାର), ଶ୍ରାବଣ-କୃଷ୍ଣପକ୍ଷ ତିଥି –ଚତୁର୍ଥୀ, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଆଜି ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜିର ରାଶିଫଳ । ମେଷ-ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ- କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ […]

ଆତ୍ମହତ୍ୟା ଉଦ୍ୟମ ନା ଆଉ କଣ ?

ବାରଙ୍ଗ : ୮/୭(ଏସଏସଏନ୍‌) କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ମା ଓ ଝୀଅ ଶୈାଭାଗ୍ୟ ବସତ୍ ଅଳ୍ପକେ ବଞ୍ଚିଯାଇଛନ୍ତି । ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଏଭଳି କରିଥିବା ଥାନା ପକ୍ଷରୁ ସୁଚନାମିଳିଛି । ତେବେ ଏହି ଘଟଣା ଆତ୍ମହତ୍ୟା ନା ଆଉ କଣ ? ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ , ଆଜି ଅପରାହ୍ନ ୫ଟା ସମୟରେ ବାରଙ୍ଗ […]

ଆଜି ଦିନ ର ଗୁରୁତ୍ୱପୂର୍ଣ୍ଣ ଖବର,ତାରିଖ-୦୮-ଜୁଲାଇ-୨୦୨୦ ବୁଧବାର

୧➡ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, -ଭୁବନେଶ୍ୱର: ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ ନୂତନ ନିଯୁକ୍ତି, ଠିକା ନିଯୁକ୍ତି ବନ୍ଦ ରହିବ ବୋଲି କୁହାଯାଇଥିଲା। ଏନେଇ ପ୍ରତିବାଦ କରାଯିବା ପରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର‌୍ୟ୍ୟକ୍ରମ ଜାରି ରହିବ। ଖାଲି ପଡ଼ୁଥିବା […]

କଣ୍ଟେନମେଣ୍ଟ ଅଞ୍ଚଳ ସାନିଟାଇଯେସନ୍ ହେଲା

ବାରଙ୍ଗ,୮/୭(ଏସ୍‌ଏସ୍‌ନିୟୁଜ) କୁଂହେଇପଡା ପଞ୍ଚାୟତରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ପରେ ସଂପୃକ୍ତ ସଂକ୍ରମିତ ଅଞ୍ଚଳଟିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।ଏହି ପରିପ୍ରେକ୍ଷୀରେ ପ୍ରତିକାର  ସ୍ୱରୂପ ଆଞ୍ଚଳିକ ଶାନ୍ତି କମିଟି ବାରଙ୍ଗ ଓ ପ୍ରଶାସନ ର ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳକୁ ସାନିଟାଇଯେସନ୍ କରାଯାଇଛି।ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ତଥା ଯୁବ ରେଡକ୍ରସ୍ ର ସଂଯଯୋକ ସୁରେଶ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାରଙ୍ଗ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ଦ୍ଵାରା ସଂକ୍ରମିତ ଆବାସ ସହିତ […]

ପୁଣି ମରିଚିଆରେ ମାଙ୍କଡ ଆତଙ୍କ

ବାରଙ୍ଗ, ୮/୭(ଏସ୍‌ଏସ୍‌ନିୟୁଜ)ହନୁମାଙ୍କଡ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।କେଉଁଠାରେ ନିର୍ବୋଧ ଶିଶୁ ଏବଂ କେଉଁଠି ବୃଦ୍ଧ ଲୋକ ମଧ୍ୟ ଏମାନଙ୍କ ଆକ୍ରୋସରୁ ବର୍ତ୍ତୁ ନାହାନ୍ତି।ଏହିଭଳି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମରେ। ଉକ୍ତ ଗ୍ରାମର ସନାତନ ରାଉତ ନାମକ ବ୍ୟକ୍ତି କୌଣସି କାର୍ଯ୍ୟରେ ବାହାରକୁ ଯାଉଥିବା ସମୟରେ ଗ୍ରାମ ମୁଣ୍ଡ ମନ୍ଦିର ନିକଟରେ ଏକାଧିକ ମାଙ୍କଡ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।ଫଳରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର […]

ସୁସ୍ଥ ପରିବେଷ ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ

ଡେଲାଙ୍ଗ,୮/୭(ଏସ.ଏସ.ନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବିପ୍ରସନ୍ନପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୧ ତମ ବନମହୋତ୍ସବ ଉପଲେକ୍ଷ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପରିବେଶବିତ୍ ତଥା ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଅପର୍ତି ମହାପାତ୍ର ଯୋଗଦେଇ ବୃକ୍ଷରୋପଣ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହିତ ସୁସ୍ଥ ପରିବେଶ ପାଇଁ ପ୍ରତ୍ୟେକ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରକେରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମିଟୁକିଶୋର ପ୍ରଧାନ,ବିଦ୍ୟାଳୟ ପରିଚାଳନା […]

କରୋନା-ପୁଣି୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬ମୃତ

ଭୁବନେଶ୍ୱର- ୮/୭(ଏସ୍‌ଏସ୍‌ନିୟୁଜ)ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଯାହା ସମସ୍ତଙ୍କ ପାଇଁ ଚିନ୍ତାଜନକ ପରିସ୍ତିତି ଉପୁଜାଇବାକୁ ଲାଗିଲାଣି ।ଏଥିଲାଗି ସାଧାରଣ ଲୋକମାନେ ସରକାରଙ୍କ ପକ୍ଷରୁ କରାଯାଇଉଥିବା ନୀୟମକୁ ମାନିଚଳିବା ସହ ସହଯୋଗ କରିବା ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏବେ ଆଉ ୨୬ ଜିଲ୍ଲାରୁ ୫୨୭ଟି ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୩୩୮ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୮୯ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ […]

ବାହାର ଜିଲ୍ଲା ଶବ ସ୍ୱର୍ଗଦାରରରେ ଦାହ ମନା

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୦୮/୦୭/୨୦,ବୁଧବାର ୧-.୨ ବର୍ଷ ଯାଏ ଚାକିରି ନାହିଁ ।ରାଜ୍ୟ ସରକାର ଲଗାଇଲେ କରୋନା କଟକଣା: ନୂଆ ନିଯୁକ୍ତି, ନୂଆ ଗାଡ଼ି କିଣା, ବିଦେଶ ଗସ୍ତ ମନା । ୨-ସିବିଏସ୍ଇ ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ହ୍ରାସ କରିବ : ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ସୂଚନା । ୩-ଏଣିକି ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା । ୪-ପୁରୀ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଜୁଲାଇ ୦୮ ତାରିଖ ୨୦୨୦ମସିହା(ବୁଧବାର) ଶ୍ରାବଣ-କୃଷ୍ଣପକ୍ଷ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର , ଆଜି ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ତିଥି -ତୃତୀୟା ,ଆଜିର ରାଶିଫଳ ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, […]

ବାରଙ୍ଗ-୬ନଂ ଓାର୍ଡହେଲା କଣ୍ଟେନମେଣ୍ଟ ଜୋନ

ବାରଙ୍ଗ- ୭/୭(ଏସ୍‌ଏସ୍‌ନିୟୁଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହେଁଇପଡା ପଞ୍ଚାୟତ ର ୬ ନମ୍ବର ୱାର୍ଡରୁ ଜଣଙ୍କର କରୋନା ପଜିଟିଭ ବାହାରିଛି । ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ଥିବା ଏକ ଘରୋଇଗାଡି କମ୍ପାନିରେ କାର୍ଯ୍ୟକରୁଥିଲେ । ସେପଟେ କାମ କରୁଥିବା ଅବସ୍ଥାରେ ଥଣ୍ଡା,ଜ୍ଵର,କାଶରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ ,ଏହାର କାରଣ ଜାଣିବା ପାଇଁ ସେ କୋଭିଡ୍ ପରୀକ୍ଷା କରିଥିଲେ।ତେବେ ସୋମବାର ରିପୋର୍ଟ୍ ଆସିିବାପରେ ତାଙ୍କର ପଜିଟିଭ ଥିବାର ଜଣାପଡିଥିଲା ।ଏହାପରେ ତାଙ୍କୁ ମଙ୍ଗଳବାରଦିନ ଜିଲ୍ଲା ପ୍ରଶାସନ […]