Browsing daily archive

May 30, 2020

ପୁଣି ମାସେ ବଢିଲା ଲଗ୍ ଡାଉନ୍ ଅବଧି, ୮ରୁ ଖୋଲିବ ହୋଟେଲ , ଧାର୍ମିକସ୍ଥଳ ଓ ସପିଂମଲ

ଭୁବନେଶ୍ବର :୩୦/୫(ଏସଏସଏନ୍)  ଦିନକ ପରେ ଶେଷ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌।କିନ୍ତୁ  ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଏକ ମାସ ଅର୍ଥାତ୍ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚତୁର୍ଥ […]

ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର

ସଂକ୍ଷେପରେ ସକାଳର ଖବର ,ତା-୩୦.୫.୨୦୨୦(ଶନିବାର) ୧-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ…..। ଦେଶ ବିଦେଶରେ ଥିବା ସବୁ ଓଡ଼ିଆ ହେବେ ସାମିଲ। ସବୁ ଟ୍ରାଫିକ୍ ବନ୍ଦ ରଖିବାକୁ ଅନୁରୋଧ । ୨-ଭୁବନେଶ୍ୱର: ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ। ୩-ସାବାସ୍ ‘ସୋନୁସୁଦ୍’, ଦେଢ଼ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ଓଡ଼ିଶା ପଠାଇଲେ ଏହି ବଲିଉଡ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୩୦ ତାରିଖ ୨୦୨୦ମସିହା(ଶନିବାର),ଜ୍ୟେଷ୍ଠ-ଶୁକ୍ଳ ପକ୍ଷ, ତିଥି -ଅଷ୍ଠମୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ –ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ […]