କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ
ଭୁବନେଶ୍ୱର,୨୯/୫(ଏସଏସନିୟୁଜ)ରାଜ୍ୟ କ୍ୟାବିନେଟ ବୈଠକ ସହିତ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ପାଇଁ ରାଜ୍ୟର ବିକାଶ ନେଇ ଅନେକ ଯୋଜନାର ମୂଳଦୁଆ ପକାଇଛନ୍ତି ।ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ। କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା । ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ […]