Browsing daily archive

May 18, 2020

ଶ୍ରୀମନ୍ଦିରରୁ ଉଡିଗଲା ପତିତପାବନ ବାନା

ଭୁବନେଶ୍ବର:୧୮/୫(ଏସଏସଏନ୍) କରୋନା ମହାମାରୀ ରେ ସାରା ବିଶ୍ବ ଆତଙ୍କିତ ହୋଇପଡିଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଭୟଙ୍କର ବାତ୍ୟାର ରୂପ ହୋଇଥିବା ନେଇ ଲୋକେ ଭୟବିତ ହୋଇପଡିଛନ୍ତି ।   ପୁଣି ଶ୍ରୀମନ୍ଦିର ନୀଳଚକ୍ରରୁ  ପତିତପାବନ ବାନା ଉଡିଯାଇଛି  । ଏହି ଖବର ଭକ୍ତଙ୍କ ମନରେ ଗଭୀର ଆଶଙ୍କା ସୃଷ୍ଟି କରିଛି । ପୁଣି କୌଣସି ବଡ ବିପତ୍ତି ମାଡି ଆସୁଥିବା ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡିଯିବା ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି […]

ଅମ୍ଫନ ନେଇପାରେ ମହାବାତ୍ୟାର ରୂପ !

ଭୁବନେଶ୍ବର:୧୮/୫(ଏସ୍ଏସଏନ୍) ଅତି ଭୟଙ୍କର ବାତ୍ୟାରେ ପରିଣତ ହେଲା ବାତ୍ୟା ଅମ୍ଫନ। ସୁପର ସାଇକ୍ଲୋନରେ ପରିଣତ ହୋଇ ୧୨ ଘଣ୍ଟା ମଧ୍ୟରେ ମହାବାତ୍ୟାରେ ପରିଣତ ହୋଇପାରେ । ଗତ ୬ ଘଣ୍ଟା ଧରି ୧୩ କିମି ବେଗରେ ଗତି କରୁଛି ବାତ୍ୟା, ପାରାଦୀପଠାରୁ ୭୯୦ କିମି ଦୂରରେ କେନ୍ଦ୍ରୀଭୂତ ଅମ୍ଫନ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା । ବାତ୍ୟା କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ତାରିଖ ୧୮/୦୫/୨୦, ସେ।ମବାର ,ଧନୁ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଠ ଶ୍ରାଦ୍ଧ , ଜ୍ୟେଷ୍ଠ -କୃଷ୍ଣପକ୍ଷ ତିଥି –ଏକାଦଶୀ ,ଆଜିର ରାଶିଫଳ ମେଷ :- ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । […]